ରାୟଗଡ ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ପୂର୍ବତନ ସରପଞ୍ଚ
ଆର,ଉଦୟଗିରି(ମନୋଜ ପାଢୀ):-
ରାୟଗଡ ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ପୂର୍ବତନ ସରପଞ୍ଚ ଦୀପ୍ତିପ୍ରଭାଲାଲ ଶବର।ଆଦିବାସୀ ଓ ହରିଜନ ପିଲା ମାନଙ୍କ ପାଠ ପଢ଼ିବା ପାଇଁ ଏକ ସରକାରୀ ବିଭାଗ ରହିଛି ଯାହାକି ମଙ୍ଗଳ ବିଭାଗ। ଏଠି ମାଗଣାରେ ଆଦିବାସୀ ଓ!-->!-->!-->…