ନାଚ ଗୀତରେ ଝୁମିଲା ଉଦଯାପନୀ ଦିବସ

ଆର,ଉଦୟଗିରି(ମନୋଜ କୁମାର ପାଢୀ):-ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ ଏମ୍ ଭାଲିଆସାହି ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପି ଏମ ଶ୍ରୀ କ୍ରୀଡା ଉତ୍ସବ ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା। ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ ପୁଟ, ଡିସ୍କସ ,ଆଦି ୪୬ ଗୋଟି…

ନି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ସରପଞ୍ଚ, ଜିଲ୍ଲା ପ୍ରଶାସନ ନ ଆସିବା ପର୍ଯ୍ୟନ୍ତ ତାଲା ଖୋଲାଯିବନି

ଆର,ଉଦୟଗିରି,(ମନୋଜ ପାଢୀ);- \ଆନ୍ଧ୍ର ଓଡିଶା ସୀମାନ୍ତ ଗଜପତି ଜିଲ୍ଲା ରାୟଗଡ଼ ବ୍ଳକର ଦୁର୍ଗମ ଅଞ୍ଚଳ ଗଙ୍ଗାବାଡ଼ ପଞ୍ଚାୟତର ଶିକ୍ଷା ବ୍ୟବସ୍ଥା ଭୁଷୁଡିବା ରେ ଲାଗିଛି । ପଞ୍ଚାୟତରେ ଥ‌ିବା ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ପାଳି କରି ଆସୁଛନ୍ତି । ଏନେଇ ଅଭିଭାବକ ବ୍ଲକ ପ୍ରଶାସନ ଠାରୁ…

ପିପୁଲ୍ସ କଲେଜରେ “ଆସ ବହିଟିଏ କିଣିବା ଦିବସ” ପାଳିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରରେ ଏପ୍ରିଲ ୯ ତାରିଖ ଦିନ “ଆସ ବହିଟିଏ କିଣିବା ଦିବସ” ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ତହସିଲଦାର…

ଗ୍ୟାସର ଦରବୃଦ୍ଧି ଅତିଶୀଘ୍ର ପ୍ରତ୍ୟାହାର କର ଦାବିରେ ପ୍ରତିବାଦ

ବ୍ରହ୍ମପୁର, ବିଚିତ୍ର ସାହୁ :ଗ୍ୟାସର ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଏମ ପକ୍ଷରୁ ଆଜି କମାପଲି ଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି।ଏଥିରେ ପାର୍ଟି ପକ୍ଷରୁ ଗ୍ୟାସ ସିଲିଣ୍ଡରରେ ୫୦ଟଙ୍କା ବୃଦ୍ଧି ସମ୍ପୂର୍ଣ୍ଣ ଭାବେ ଜନବିରୋଧୀ ଏବଂ ଲୋକଙ୍କ ଉପରେ ଏହା ପୁଣି ୭ହଜାର…

ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବୀରତ୍ୱ ଦିବସ ପାଳିତ

ବାଲିଗୁଡା, ୦୯/୦୪ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫର ୧୨୭ ବାଟାଲିୟନ ପକ୍ଷରୁ ସାହସୀ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦେଶ୍ୟରେ କ୍ୟାମ୍ପ ପରିସରରେ ବୀରତ୍ୱ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ କମାଣ୍ଡାଣ୍ଟ ପଙ୍କଜ ବର୍ମା ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ…

୨୪ ଘଣ୍ଟା ସେବା ଯୋଗାଇ ଦେବା ପାଇଁ ପ୍ରାୟ ୪ କୋଟି ମଂଜୁର       

ନୟାଗଡ,(ପ୍ରଭାକର ଶିରୋମଣି):-     କଣ୍ଟିଲୋ ୯ l ୪ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋରେ ୨୪ ଘଣ୍ଟା ସେବା ଯୋଗାଇ ଦେବା ପାଇଁ ବହୁ ପ୍ରତିକ୍ଷୀତ ମେଡିକାଲ ନିର୍ମାଣ କରିବାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୨ ଟି ପର୍ଯ୍ୟାୟରେ ୪ କୋଟି ୪୫ ଲକ୍ଷ ୭୪ ହଜାର…

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା ୧୦ ବର୍ଷ

ଭୁବନେଶ୍ୱର,ପି.ଆଇ.ବି:-   ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ଇତିମଧ୍ୟରେ ୧୦ ବର୍ଷ ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏହି ମହତ୍ୱାକାଂକ୍ଷୀ ଯୋଜନା ଦେଶର ଋଣପ୍ରଦାନ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ୟୁପିଏ ଶାସନ କାଳରେ ଦେଶର…

ଏଆଇ ନୂଆ ଶିଳ୍ପ ବିପ୍ଳବ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,(ପି.ଆଇ.ବି):-ଭାରତୀୟ ଏକକ ପରିଚୟପତ୍ର ପ୍ରାଧୀକରଣ (ୟୁଆଇଡିଏଆଇ) ପକ୍ଷରୁ ଆଜି ନୂଆଦିଲ୍ଲୀରେ ଏକ ଦିନିକିଆ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ରାଜ୍ୟଗୁଡ଼ିକର ଅଂଶୀଦାର ଏବଂ ଇକୋସିଷ୍ଟମ ସହଭାଗୀମାନେ ଯୋଗ ଦେଇ …

ଜାମ୍ମୁ-କାଶ୍ମୀରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା…

ଭୁବନେଶ୍ୱର,(ପି.ଆଇ.ବି);-  କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ର…

ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଶାନ୍ତି ଶୃଙ୍ଖଳାର ସହିତ ସମାପନ

ଛତ୍ରପୁର,(ବିଚିତ୍ରସାହୁ):- ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ ର ଶେଷ ଚତୁର୍ଥ ପାଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି। ମଙ୍ଗଳବାର ପ୍ରତଃ ୫ ଘଟିକା ସମୟରେ ଦ୍ଵାରା ଫିଟା ଯାଇ ମା ବସନ୍ତିକ ଦୁର୍ଗା ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ।…
error: Content is protected !!