ଓଡିଆ ଭାଷା ,ସାହିତ୍ଯ  ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ଯରେ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ…

ଛତ୍ରପୁର,(ଆଇଆଣ୍ଡପିଆର ଓ):- ଛତ୍ରପୁରଓଡିଆ ଭାଷା ,ସାହିତ୍ଯ  ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ଯରେ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ କରାଯାଇଥିବା…

ହରିତ ଯୋଗ’ ଉଭୟ ମନୁଷ୍ୟ ଓ ପ୍ରକୃତିକୁ ସୁରକ୍ଷିତ ରଖିଥାଏ: କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ରାଓ ଯାଧବ

ଭୁବନେଶ୍ୱର,(ପି.ଆଇ.ବି):-  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ସାଧାରଣ ଯୋଗ ଅଭ୍ୟାସ (ସିୱାଇପି) ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬,୦୦୦ରୁ ଅଧିକ ଯୋଗପ୍ରେମୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ଏବଂ…

ଜାମ୍ମୁ-କାଶ୍ମୀର ଗସ୍ତ ସମୟରେ କାଠୁଆ ଠାରେ ସୀମା ଆଉଟପୋଷ୍ଟ ପରିଦର୍ଶନ ଏବଂ ବିଏସ୍ଏଫ୍ କର୍ମଚାରୀଙ୍କ ସହ ମତ ବିନିମୟ…

ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ତାଙ୍କ ଜାମ୍ମୁ-କାଶ୍ମୀର ଗସ୍ତ ସମୟରେ କାଠୁଆ ସୀମା ଆଉଟପୋଷ୍ଟ 'ବିନୟ " ପରିଦର୍ଶନ କରିଥିଲେ ଏବଂ ସେଠାରେ ନିୟୋଜିତ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଯବାନମାନଙ୍କ ସହ ଭାବ ବିନିମୟ କରିଥିଲେ।…

ଜାତୀୟ ଫୁଟୱେର ଡିଜାଇନ ଏବଂ ବିକାଶ ପ୍ରତିଷ୍ଠାନ ପକ୍ଷରୁ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖା ଘୋଷଣା

ଭୁବନେଶ୍ୱର,(ପି.ଆଇ.ବି):- ଜାତୀୟ ଗୁରୁତ୍ବ ବହନ କରୁଥିବା ପ୍ରତିଷ୍ଠାନ ହାଇଦ୍ରାବାଦ ସ୍ଥିତ ଜାତୀୟ ଫୁଟୱେର ଡିଜାଇନ ଏବଂ ବିକାଶ ପ୍ରତିଷ୍ଠାନ ପକ୍ଷରୁ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖା ଘୋଷଣା କରାଯାଇଛିଆଜି ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାନର…

ଆର,ଉଦୟଗିରି ରୁ ଆହ୍ଲାବାଦ ଅଭିମୁଖେ ଯାଉଥିବା ଭେନ୍ ଟି ମାର୍ଲବା ଘାଟିରେ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଡ୍ରାଇଭର

ଆର,ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାର୍ଲବା ଘାଟିରେ ଆଜି ସକାଳ ସମୟରେ ଏକ ମାଲବାହୀ ଟ୍ରକ ନମ୍ବର ୟୁପି୮୪ଏ ଟି୪୭୯୬ ଆର ଉଦୟଗିରି ଠାରୁ ଆଲ୍ଲାହବାଦ ଅଭିମୁଖେ ଯାଉଥିବା ସମୟରେ ମାର୍ଲ୍ଲବା ଘାଟିର ଏକ ବୁଲାଣି ରାସ୍ତାରେ କୌଣସି କାରଣବସତ ଓଲଟି ପଡିଥିଲା ଫଳରେ…

କୃଷକମାନଙ୍କୁ ସଶକ୍ତ କରିବା ଏବଂ କୃଷି ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ତୃତୀୟ…

ଆର,ଉଦୟଗିରି(ମନୋଜ ପାଢୀ):- ସେଞ୍ଚୁରିଅନ୍ ପ୍ରଯୁକ୍ତିବିଦ୍ୟା ଏବଂ ପରିଚାଳନା ବିଶ୍ୱବିଦ୍ୟାଳୟ , ଓଡ଼ିଶାର ପାରଳାଖେମୁଣ୍ଡି ପରିସରରେ ଏମ.ଏସ. ସ୍ୱାମୀନାଥନ କୃଷି ବିଦ୍ୟାଳୟ ଦ୍ୱାରା ଏକ ଜୀବନ୍ତ ଏବଂ ସୂଚନାପ୍ରଦ ଦୁଇ ଦିନିଆ ତୃତୀୟ ଉତ୍କଳ କୃଷି ମେଳା ୭ ଏପ୍ରିଲ ୨୦୨୫ ସକାଳ ୧୧ଟାରେ…

ତାକରଡାରେ ପଞ୍ଚୁଦଣ୍ଡ ମହାମିଳନ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାବସର , କୁମ୍ପାପଡା , ରଗଡିମରା , ଶରଧାପୁର , ଧନ୍ଦାରପଲ୍ଲୀ ଆଦି ୫ଟି ଗ୍ରାମର ଦଣ୍ଡଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ ।…

ଗଜପତି ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ଉତ୍ସବ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ ପାଢୀ):- ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ପ୍ରାଥମିକ ବିଦ୍ୟାଳୟ କୁନି କୁନି ପିଲାମାନଙ୍କୁ ମଧୁସୂଦନ ରାଓ ଙ୍କ ଦ୍ବାରା ଲିଖିତ ବର୍ଣ୍ଣବୋଧ ପୁନଃ ମୁଦ୍ରଣ କରିବା ସହ ଆଜି ସଂପୂର୍ଣ୍ଣ ରାଜ୍ୟ ତଥା…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର…

ବିଜେପିର ପ୍ରତିଷ୍ଠା ଦିବସ ପାଳନ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ାରେ ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଧେଶ କ୍ରମେ ପୋଲସରା ନିର୍ବାଚନ ମଣ୍ଡଳୀ, ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ମଣ୍ଡଳ ତରଫରୁ ମାଳିଝୋଳା ମନ୍ଦିର ପ୍ରାଙ୍ଗଣରେ…
error: Content is protected !!