ଓଡ଼ିଶା T20 ଲିଗ୍ CM ଟ୍ରଫି ପୂର୍ବରୁ ରାଉରକେଲା ସୁପରଷ୍ଟାର୍ସର ଅଫିସିଆଲ୍ ଜର୍ସି ଉନ୍ମୋଚନ
ଭୁବେନେଶ୍ୱର,(ଏସ.ଏମ.ପି):-
ଭୁବନେଶ୍ୱର, ସେପ୍ଟେମ୍ବର ୧୮: ଆଗାମୀ ଭାରତ ମସଲା ଓଡ଼ିଶା T20 ଲିଗ୍ CM ଟ୍ରଫି ପାଇଁ ରାଉରକେଲା ସୁପରଷ୍ଟାର୍ସ ଶୁକ୍ରବାର ଭୁବନେଶ୍ୱରସ୍ଥିତ ପ୍ରାଚୀ ସରୋବରରେ ନିଜର ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି।ଆସନ୍ତା ସେପ୍ଟେମ୍ବର ୨୦ରୁ କଟକର ଐତିହାସିକ ବାରବାଟୀ!-->!-->!-->…