ପୁରୁଷୋତ୍ତମପୁର ପରିବା ବ୍ୟବସ୍ୟାୟୀ ଙ୍କ ତରଫରୁ ପଞ୍ଚ ଠାକୁରାଣୀ ଙ୍କୁ ପୂଜାର୍ଚନା ଓ 108 ଆଳତି
ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
ପୁରୁଷୋତ୍ତମପୁର ସହର ରେ ମାଆଙ୍କ ଠାକୁରାଣୀ ଯାତ୍ରା ଏହି ମାସ ଆଠ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି | ପଞ୍ଚ ଠାକୁରାଣୀ କେଉଁଦିନ କେଉଁ ୱାର୍ଡ କୁ ନଗର ପରିଭ୍ରମଣ ରେ ଯାଉଛନ୍ତି, ଏବଂ ଲୋକମାନେ ତାଙ୍କରି ପାଦ ଧୋଇ ପୂଜାର୍ଚନା କରୁଛନ୍ତି | ତେବେ!-->!-->!-->…