ଦୁର୍ଗମ ଆଦିବାସୀ ଗ୍ରାମକୁ ସ୍ୱାସ୍ଥ୍ୟସେବା ପହଞ୍ଚାଇଲା ସିଆରପିଏଫ ୧୨୭ ବିଏନ

ବାଲିଗୁଡା: ୦୪/୦୬(ସୁକାନ୍ତ କୁମାର ତ୍ରିପାଠୀ)ଅନୁନ୍ନତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବା ବିସ୍ତାର କରିବା ପାଇଁ ଏକ ପ୍ରଶଂସନୀୟ ସ୍ୱ-ଉଦ୍ଦେଶ୍ୟରେ, 127 ବିଏନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଆଦିବାସୀ ସ୍ଥାନ B/127 ସିନ୍ଦିପୋଙ୍କଲ ଗ୍ରାମରେ ଏକ…

ବିକଶିତ କୃଷି ସଂକଳ୍ପ ଅଭିଯାନର ୬ଷ୍ଠ ଦିନରେ ପୁଣେର ନାରାୟଣଗାଁଓଠାରେ କୃଷକମାନଙ୍କ ସହ ଆଲୋଚନା କଲେ କେନ୍ଦ୍ର କୃଷି ଓ…

ଭୁବନେଶ୍ୱର,(ପିଆଇବି):-  କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନର ଷଷ୍ଠ ଦିନରେ ମହାରାଷ୍ଟ୍ରର ପୁଣେର ନାରାୟଣଗାଁଓ ତାଲୁକାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ରେ ଚାଷୀଙ୍କ ସହ ଆଲୋଚନା…

ଞ୍ଚାୟତିରାଜ ବିଭାଗ ସ୍କାନରରେ  ‘ମୂଷା’ ଭିଜିଲାନ୍ସ ଚଢ଼ାଉକୁ ନେଇ ମନ୍ତ୍ରୀ ରବି ନାଏକଙ୍କ ଇସାରା

ଖୋର୍ଦ୍ଧା(ସଞ୍ଜୀବ କୁମାର):-ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷାମାନେ ରହିଛନ୍ତି’ପୁରୁଣା ମୂଷା ହେଉକି ନୂଆ, ଦଣ୍ଡ ନିଶ୍ଚିତ ପାଇବେ’ମୂଷା ହୁଅନ୍ତୁ କି ବିରାଡି, ଆଇନ ଆଗରେ ସମସ୍ତେ ସମାନ’ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ JEE ଓ ବିଡିଓଙ୍କୁ ନଲମ୍ବନ କରିଛିଯିଏ ଦୁର୍ନୀତି କରିବେ ତା ଉପରେ…

ଶିକ୍ଷକଙ୍କ ପାଇଁ ଖୁସି ଖବର

ଖୋର୍ଦ୍ଧା(ସଞ୍ଜୀବ କୁମାର):-ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର ପୁଣିଥରେ ବଦଳିଛି। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିଛି ଅନୁମତି। ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଜୁନ୍ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ଏନେଇ ବିଦ୍ୟାଳୟ…

ମରକ୍କୋର ରାଜା ପଶୁମାନଙ୍କ ପ୍ରତି ଦୟା ଦେଖାଇ ଏକ ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ମରକ୍କୋର ରାଜା ପଶୁମାନଙ୍କ ପ୍ରତି ଦୟା ଦେଖାଇ ଏକ ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି। "ବକରୀଦରେ ଆମେ କୌଣସି ପଶୁକୁ ବଳି ଦେବୁ ନାହିଁ", ୯୯ ପ୍ରତିଶତ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ ମରକ୍କୋର ରାଜା ବକରୀଦ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଏଠାରେ…

ନେତାଙ୍କ ଆଶ୍ରୟରେ ମଠ ମନ୍ଦିର ଜମି ହଡପକାରୀ

ଖୋର୍ଦ୍ଧା(ସଞ୍ଜୀବ କୁମାର):-ବେନୁଗୋପାଳ ସ୍ବାମୀ ବିଜେ (ପୁରୁଣା ବ୍ରହ୍ମପୁର) ନାମରେ ରେକର୍ଡ ଭୁକ୍ତ ହୋଇଥିବା ଭୂସମ୍ପତ୍ତି କୁ ତତ୍କାଳିନ ସରକାରରେ ଥିବା ଜଣେ ମନ୍ତ୍ରୀ ଓ ବର୍ତ୍ତମାନର ଜଣେ ବିଧାୟକଙ୍କ ସହଯୋଗରେ ତତ୍କାଳିନ ହିନ୍ଦୁ ଦେବୋତ୍ତର କମିଶନର ବିଧି ବ୍ୟବସ୍ଥାର ବିରୁଦ୍ଧରେ…

ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଆସିବେ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି l ଆସନ୍ତା ୫ ତାରିଖରେ ଆସିବେ ମୁଖ୍ୟମନ୍ତ୍ରୀ l ଗଞ୍ଜାମ ଜିଲ୍ଲାର ରମ୍ଭା ଉଚ୍ଚ ବିଦ୍ୟାଳୟ ଠାରେ ସ୍ଥାପିତ ୪୧ ଗୋଟି ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିବାର କାର୍ଯ୍ୟକ୍ରମ…

ଗଜପତି ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନ

ଆର,ଉଦୟଗିରି(ମନୋଜ ପାଢୀ):- ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ରା.ଉଦୟଗିରି ଆନୁକୁଲ୍ୟରେ ଗତମାସ ୨୯ ତାରିଖରୁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଥିବା…

ଶ୍ରୀରାମ ଆଦର୍ଶ ଶିକ୍ଷାନି କେତନ ର ଛାତ୍ର, ଛାତ୍ରୀ ମାନଙ୍କୁ ବିଂଶତ୍ତମ ସମ୍ମୁଚ୍ଚ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):- ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ଦ୍ଵାରା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ଅଧିନସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ସର୍ବାଧିକ ନମ୍ୱର ରଖି ଶ୍ରେଷ୍ଠତ୍ଵ ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆପ୍ୟାୟିତ ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା…

କ.ନୂଆଗାଁ ପୋଲିସ ର ପେଟ୍ରୋଲିଙ୍ଗ ବେଳେ ୮୮୦ କେଜି ୭୯୦ ଗ୍ରାମ ଗଂଜେଇ ଜବତ

ବାଲିଗୁଡା, ୦୩/୦୬[ସୁକାନ୍ତ କୁମାର ତ୍ରିପାଠୀ} କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ରାଇକିଆ ଛକ ରୁ ସାରଙ୍ଗଡ଼ ରାସ୍ତା ରେ ପେଟ୍ରୋଲିଙ୍ଗ ଚାଲିଥିଲା ବେଳେ ଏକ ବୁଲେରୋ ପିକଅପ ଗାଡି ରେ ଗଂଜେଇ ଭର୍ତି ହୋଇ ଆସୁଥ‌ିବା ବେଳେ ଗତକାଲି ପୋଲିସ ଚଢ଼ାଉ କରି ଗୋଟିଏ ବୁଲେରୋ ପିକଅପ ଗାଡି ସହ…
error: Content is protected !!