ଆର,ଉଦୟଗିରି ମହାଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ
ଆର,ଉଦୟଗିରି(ମନୋଜ ପାଢୀ)-
ଗଜପତି ଜିଲ୍ଲା ଆର,ଉଦୟଗିରି ସ୍ଥିତ ଶ୍ରୀ ଉଦୟନାଥ ମହାପ୍ରଭୁ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଶିନିବାର ଅନୁଷ୍ଠିତ ହୋଇଛି । ଶୁକ୍ରବାର ବିବାହ ନିମନ୍ତେ ଗୁଆ ଅନୁକୂଳ ହୋଇଥିଲା । ଶନିବାର ଉଭୟ ଠାକୁର ନିଜ ନିଜ ମନ୍ଦିରରୁ ପିତା ଓ!-->!-->!-->!-->!-->…