ବାଇକ୍ କାର ମୁହାମୁହିଁ ଧକା , 3 ବାଇକ୍ ଆରୋହୀ ଗୁରୁତର

ଆର,ଉଦୟଗିରି(ମନୋଜ ପାଢୀ):-

 ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ହାଟପଦା ବୁଲାଣି ରେ କାର୍ ବାଇକ ମୁହାଁମୁହିଁ ଧକ୍କାରେ 3 ବାଇକ ଆରୋହୀ ଗୁରୁତର। ସମସ୍ତ ଗୁରୁତର ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି l ଗୁରୁତର ମାନେ ହେଲେ ମୋହନା ଥାନା ମାଣିକପୁର ଗ୍ରାମର ସୁକଦେବ ପାଇକ,ଜଗବନ୍ଧୁ ପାଇକ

ଲିଟୁ ଦଳାଇ। ସମସ୍ତଙ୍କୁ ଚନ୍ଦ୍ରଗିରି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି ।ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ଉଭୟ ଗାଡ଼ିକୁ ଜବତ କରିଛି 

You might also like
error: Content is protected !!