ଅର୍ନ୍ତଜାତୀୟ ଯୋଗ ଦିବସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ

ଭୁବନେଶ୍ୱର,(ପିଆଇବି):-  ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ୨୦୨୫ ମସିହା ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ସମାବେଶୀ ଏବଂ ବିଭିନ୍ନ ଗୋଷ୍ଠୀଙ୍କ ସହଭାଗୀତାରେ ପାଳନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଏଥର ଆଦିବାସୀ ଅଞ୍ଚଳରେ …

ଜନଗଣନା ପ୍ରକ୍ରିୟା ଆଗକୁ ସ୍ପଷ୍ଟ ହେବ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-ରାଜ୍ୟରେ ଜନଗଣନା ନେଇ ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସୂଚନା‘କେଉଁ ପ୍ରକିୟାରେ ଚାଲିବ ଆଗକୁ ସ୍ପଷ୍ଟ କରାଯିବ’ଜନଗଣନା ଆରମ୍ଭ ଓ ଶେଷ ନେଇ ସମୟ ସାରିଣୀ ମଧ୍ୟ ବାହାରିବ’ଜନଗଣନା ପାଇଁ କେତେ ଦିନ ଲାଗିବ ଏବେଠୁ କହି ହେବନି’‘ବିଜ୍ଞପ୍ତି ପ୍ରକାଶ ପାଇଛି,…

ବିକାଶମେଳା ମଣ୍ଡପରେ ‘ପ୍ରହ୍ଲାଦନାଟକ’ପ୍ରଦର୍ଶନ ଓ ପରିଶୀଳନ କର୍ମଶାଳା

      ବ୍ରହ୍ମପୁର,(ବିଚିତ୍ର ସାହୁ):- ଗଞ୍ଜାମ ଜିଲ୍ଲା ଲୋକନାଟ୍ୟ ପରମ୍ପରାରେ 'ପ୍ରହ୍ଲାଦନାଟକ' ବା 'ରଜାନାଟକ' ଏକ ଲୋକପ୍ରିୟ ପ୍ରଦର୍ଶନଶୀଳ କଳା ରୂପେ ସ୍ବୀକୃତିଲାଭ କରିଛି l ଜଳନ୍ତରଗଡ଼ ଏହି ଲୋକନାଟକର ଏନ୍ତୁଡ଼ିଶାଳ l ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟ 'ପ୍ରହ୍ଲାଦନାଟକ'ର…

ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ର 

ଆର,ଉଦୟଗିରି(ମନୋଜ ପାଢୀ):- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଦେଖାଇ…

ଉତ୍କଳ ବେଲମା ସମାଜ ଚାରି ତାଲୁକାର ସାଧାରଣ ସଭା ( ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ସଭାପତି ଭାବେ ନିର୍ବାଚିତ )

ବୁଗୁଡା,(ସୋରେନ କୁମାର ପ୍ରଧାନ): ଉତ୍କଳ ବେଲମା ସମାଜର ଘୁମୁସର ତାଲୁକା, ଧରାକୋଟ ତାଲୁକା, ଖାଲସା ତାଲୁକା ଓ ଆଠଗଡ଼ ତାଲୁକାର ସାଧାରଣ ବୈଠକ ବାଲିପଦର ଆସ୍କା ରୋଡ଼ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ନିକଟସ୍ଥ ଫରେଷ୍ଟ ପାର୍କରେ ଜୁନ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି…

ଜିଲ୍ଲାସ୍ତରୀୟ ବିକାଶ ମେଳା ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ

ଆର,ଉଦୟଗିରି (ମନୋଜ ପାଢୀ) ଆଜି ଜିଲ୍ଲାସ୍ତରୀୟ ବିକାଶ ମେଳା, ପରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାର ଦ୍ଵିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନୀଳାଚଳ ସେନାପତି ମତ୍ସ୍ୟ ବିଭାଗ ପକ୍ଷରୁ ଭାରପ୍ରାପ୍ତ…

ତିନି ଦଫା ଦାବି ନେଇ ବନ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ ଦାବିପତ୍ର ପ୍ରଦାନ

ଆର,ଉଦୟଗିରି,(ମନୋଜ ପାଢୀ) ଓଡିଶା ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ପାରଳାଖେମୁଣ୍ଡି ଶାଖା ସମ୍ପାଦକ ଶ୍ରୀ ଶିବରାମ ସାବତ ଙ୍କ ତତ୍ବାବଧାନରେ ଗଜପତି ଜିଲ୍ଲା ରାମଗିରି ବନାଞ୍ଚଳ ପକ୍ଷରୁ, ପାରଳାଖେମୁଣ୍ଡି ଡିଏଫଓ ଙ୍କ ଉଦ୍ଦ୍ୟେଶରେ ତିନି ଦଫା ଦାବି ନେଇ ଏକ ଦାବୀପତ୍ର ,ରାମଗିରି ବନାଞ୍ଚଳ…

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ମସିହା ପାଇଁ ପ୍ରସ୍ତୁତ ବିଶାଖାପାଟଣା

ଭୁବନେଶ୍ୱର,(ପିଆଇବି):- ଭାରତ ଅନ୍ତର୍ଜାତୀୟ ଯୋଗ ଦିବସ (IDY)ର ଦଶନ୍ଧି ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ୧୧ତମ ସଂସ୍କରଣ ପାଇଁ ଜାତୀୟ ଆୟୋଜକ ଭାବରେ ମନୋନୀତ ବିଶାଖାପାଟଣା ସହରରେ ଆୟୁଷ ମନ୍ତ୍ରଣାଳୟ ଏବଂ ଆନ୍ଧ୍ର ପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏକ ବ୍ୟାପକ…

ଉତ୍ତର ପ୍ରଦେଶ ପୋଲିସର ୬୦,୨୪୪ଜଣ କନଷ୍ଟେବଳଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ…

ଭୁବନେଶ୍ୱର,(ପିଆଇବି):-  କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ପୋଲିସର ୬୦,୨୪୪ ଜଣ ସିଭିଲ ପୋଲିସ କନଷ୍ଟେବଳଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ …

ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉଦ୍ଧାର ଏବଂ ସହାୟତା କାର୍ଯ୍ୟର ସମୀକ୍ଷା କଲେ…

ଭୁବନେଶ୍ୱର,(ପିଆଇବି):- ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ଅହମ୍ମଦାବାଦ ଗସ୍ତ କରି ନିକଟରେ ଘଟିଥିବା ବିମାନ ଦୁର୍ଘଟଣା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିଛନ୍ତି। ତୁରନ୍ତ ସହାୟତା, ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ପୀଡିତ ଓ ସେମାନଙ୍କ ପରିବାରକୁ ବ୍ୟାପକ…
error: Content is protected !!