ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ସେବା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ମିଳିବ ଆମ୍ବୁଲାନ୍ସ ସେବା
ଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ବୁକିଂ କରିବେ ସାଧାରଣ ଲୋକ
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା
ଓଡ଼ିଶା ଯାତ୍ରୀ ଆପ୍‌ରେ କରିହେବ ଆମ୍ବୁଲାନ୍ସ ବୁକିଂ
ସରକାରୀ ଓ ଘରୋଇ ଆମ୍ବୁଲାନ୍ସର ବୁକିଂ କରିହେବ
ପରିବହନ ବିଭାଗ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବ: ମନ୍ତ୍ରୀ 

You might also like
error: Content is protected !!