ଡ଼ ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ଭଗାମୁଣ୍ଡା ବାସଭବନରେ ଏକକାଳୀନ ୮ଟି ବ୍ରହ୍ମ କମଳ

ବାଲିଗୁଡା,୧୭/୦୬:(ସୁକାନ୍ତ କୁମାର ତ୍ରିପାଠୀ]ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ଭଗାମୁଣ୍ଡା ବାସଭବନରେ ଏକକାଳୀନ ୮ଟି ବ୍ରହ୍ମ କମଳ ଫୁଲ ଆଜି ସନ୍ଧ୍ୟାରେ ଫୁଟିଛି। ପତ୍ନୀ ହିମାଦ୍ରିତନୟା ଷଡ଼ଙ୍ଗୀଙ୍କ ଯତ୍ନରେ ଏକକାଳୀନ ଏତେ ବ୍ରହ୍ମ କମଳ ବାଲିଗୁଡ଼ାରେ ଫୁଟିବା ବିରଳ । ସ୍ଥାନୀୟ ଜନସାଧାରଣ ଓ ଶୁଭେଚ୍ଛୁ ଆତ୍ମିୟସ୍ଵଜନ ଛାତ୍ରଛାତ୍ରୀ ଏହା ଦେଖି ଚକିତ ହୋଇଛନ୍ତି।

You might also like
error: Content is protected !!