ଜୁନ୍ ୨୦ରୁ ବୌଦ୍ଧ ଜିଲ୍ଲାକୁ ଗଡ଼ିବ ଟ୍ରେନ ରାଜ୍ୟ By News Nerve Posted On Jun 19, 2025 Share ଖୋର୍ଦ୍ଧା,ସଞ୍ଜୀବ କୁମାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରେନ ଗଡ଼ିବବୌଦ୍ଧରୁ ଭୁବନେଶ୍ବର ଓ ସମ୍ବଲପୁରକୁ ଗଡ଼ିବ ସାପ୍ତାହିକ ଟ୍ରେନ ପ୍ରତିଦିନ ବଲାଙ୍ଗିର-ସୁବର୍ଣ୍ଣପୁର ପାସେଞ୍ଜର ଟ୍ରେନ ଗଡ଼ିବ Share