ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):-
ରାଜ୍ୟରେ ଦୁଷ୍କର୍ମ ବଢ଼ିଥିବା ବିଜେଡ଼ି ଦାବି କରିଛି l ଏହାର ପ୍ରତିବାଦ ରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିଜେଡ଼ି ଆନ୍ଦୋଳନ କରିଛି l ଆସନ୍ତା ଦିନରେ ଅଖ ଚକ ବନ୍ଦ ନେଇ ଡାକରା ଦିଆଯିବ ବୋଲି ବିଜେଡି ଚେତାବନୀ ଦେଇଛି l ଆଇନ ଶୃଙ୍ଖଳା ଦିଗରେ ସରକାର ଚେତନ୍ତୁ ବୋଲି ସୂଚାଇ ଦିଆଯାଇଛି l ଯୁବ,ଛାତ୍ର ଓ ବିଜେଡିର କର୍ମକର୍ତ୍ତା ଏଥିରେ ଭାଗ ନେଇଛନ୍ତି l ପ୍ରଶାନ୍ତ ପଣ୍ଡା,ଭବାନୀ ସାହୁ,ପୂର୍ବତନ ବିଧାୟକ ଆର ସି ସି ପଟ୍ଟନାୟକ, ମେୟର ସଂଘମୀତ୍ରା ଦଳାଇ, ବିବେକ ରେଡ୍ଡୀ,ମୁରଲୀ ମୋହନ,ମୁକୁନ୍ଦ ଗୌଡ଼ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ l ବରିଷ୍ଠ ନେତା ସୁବାଷ ମହାରଣାଙ୍କୁ ସୂଚନା ନଥିବ କୁହାଯାଇଛି