ଔଷଧ ଖାଇବାକୁ ନେଇ ବଚସା: .ପୁତୁରାର କାଠଫାଳିଆ ଦାଦା ମୃତ
ଆର,ଉଦୟଗିରି,(ମନୋଜ ପାଢୀ):-
ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ଶଗଡ଼ିଆ ଗ୍ରାମର ମୁନ୍ତାସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଔଷଧ ଖାଇବାକୁ ନେଇ ଦାଦା ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା. ଆଉ ଏହି ବଚସା ବେଳେ ଉତକ୍ଷିପ୍ତ ହୋଇ ପୁତୁରା ଏକ କାଠଫାଳିଆରେ!-->!-->!-->…