ସଫେଇ ଅଭାବରୁ ଅସ୍ତିତ୍ୱ ହରାଉଛି ଜୋଡ଼ ନାଳ, ଜଳବନ୍ଦୀରେ ଶହ ଶହ ଏକର ଚାଷଜମି

ଚ଼ିକିଟି | ଗଞ୍ଜାମ ଜ଼ିଲ୍ଲା | ନ୍ୟୁଜ ନର୍ଭ | ଜଗନ୍ନାଥ ନାୟକ ||ଚିକିଟୀ ବ୍ଲକ ଅନ୍ତର୍ଗତ ଶତୃମର୍ଦ୍ଦନପୁରଠାରୁ ଆରମ୍ଭ ହୋଇ ପାତ୍ରପୁର ବ୍ଲକର ଖରାଣୀପଡ଼ା ନିକଟରେ ବାହୁଦା ନଦୀରେ ମିଶିଥିବା ଜୋଡ଼ ନାଳ ଏବେ ନିଜ ଅସ୍ତିତ୍ୱ ହରାଇବାକୁ ବସିଛି। ଦୀର୍ଘବର୍ଷ ଧରି ନାଳର ସଫେଇ ଓ ରକ୍ଷଣାବେକ୍ଷଣ…

କେଶରାଗୁଡ଼ା ଛକରେ ୫୨ କେଜି ଗଞ୍ଜେଇ ଜବତଗାଡ଼ିର ସିକ୍ରେଟ୍ ଚ୍ୟାମ୍ବରରେ ଲୁଚାଇ ଚାଲାଣ ବେଳେ ଧରାପଡ଼ିଲେ ୫ ଅଭିଯୁକ୍ତ

କୋଟଗଡ଼,୨୫/୦୯: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ଅଭିଯୋଗରେ ଏକ ମାରୁତି ବ୍ରେଜା ଗାଡ଼ିରୁ ୫୨ କେଜି ଗଞ୍ଜେଇ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଏହି ଘଟଣାରେ କୋଟଗଡ଼ ଥାନାରେ କେସ୍ …

ଆମେ ଯୁବ ଖେଳାଳିଙ୍କ ବିକାଶ ପାଇଁ ଏଠାରେ ଅଛୁ” ସ୍କୋରବୋର୍ଡରୁ ଆଗକୁ ଦେଖୁଥିବା ଭିଜନ୍ ବଖାଣିଲେ ସହ ମାଲିକ ନିତେଶ…

କଟକ,(ଏସ.ଏମ.ପି):- ପୁରୀ ଟାଇଟନ୍ସ ପାଇଁ ଭାରତ ମସଲା ଓଡ଼ିଶା T20 ଲିଗ୍ – CM ଟ୍ରଫି କେବଳ ମ୍ୟାଚ୍ ଜିତିବା କିମ୍ବା ଟ୍ରଫି ହାସଲ କରିବାର ମଞ୍ଚ ନୁହେଁ। ଫ୍ରାଞ୍ଚାଇଜିର ସହ-ମାଲିକ ନିତେଶ ଚୌଧୁରୀଙ୍କ ପାଇଁ ଏହାଠାରୁ ବଡ଼ ଲକ୍ଷ୍ୟ ହେଉଛି — ଓଡ଼ିଶାର ଯୁବ କ୍ରିକେଟ୍ ପ୍ରତିଭାଙ୍କୁ…

ଗାଈ ପରେ ଷଣ୍ଢ: ମୃତ୍ୟୁଫାନ୍ଦ ପାଲଟିଛି ନିର୍ମାଣାଧୀନ କୋଠାର ଗାତ

ବ୍ରହ୍ମପୁର | ୨୫| ୦୯ | ନ୍ୟୁଜ ନର୍ଭ || ବ୍ରହ୍ମପୁର ସହରରେ ନିର୍ମାଣାଧୀନ କୋଠା ପରିସରରେ ଅସୁରକ୍ଷିତ ଭାବେ ଖୋଲା ରହିଥିବା ଗଭୀର ଗାତ ପୁଣିଥରେ ପଶୁଙ୍କ ପାଇଁ ମୃତ୍ୟୁଫାନ୍ଦ ପାଲଟିଛି। ହରିଡ଼ାଖଣ୍ଡି ପୋଖରୀ ନିକଟ ଶନି ମନ୍ଦିର ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ଆପାର୍ଟମେଣ୍ଟ ପରିସରରେ ଗଭୀର…

ପେନ୍‌ସନଭୋଗୀଙ୍କ ପାଇଁ ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର ଓ ପେନ୍‌ସନ୍ ଅଦାଲତ ଆୟୋଜିତ

ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ-୫.୦ ଅନ୍ତର୍ଗତ ପେନ୍‌ସନଭୋଗୀଙ୍କ ସୁବିଧା ପାଇଁ ତ୍ୱରିତ ସେବା ଓ ଅଭିଯୋଗର ସମାଧାନ ବାଲେଶ୍ୱର | ଭୁବନେଶ୍ୱର | ନ୍ୟୁଜ ନର୍ଭ | ପିଆଇବି || ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ-୫.୦ର ଅଂଶ ଭାବେ ଦୂରସଂଚାର ବିଭାଗ, ଓଡ଼ିଶାର…

ବଳିବାମନ ବେଶ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ”ଜଗତ ଯାହାର ଚରଣ ତଳରେହାତ ପତାଇଣ ମଗାନ୍ତି ଭିକଗଡୁ, ଛତା, କୁଶବଟୁ ଘେନି ହସ୍ତେଭିକ୍ଷା ମାଗିବାକୁ ଯାଆନ୍ତି ଦେଖ ।”ଜଗତ ଯାହାର ଚରଣାରବିନ୍ଦରେ ହାତ ପକାଇ ଭିକ ମାଗେ ସେ ନିଜେ ଭବତୀ ଭିକ୍ଷାମ୍ ଦେହି ଉଚ୍ଚରଣ ପୁର୍ବକ ବଳିକୁ ମାଗିଥିଲେ ଭିକ୍ଷା ।…

ବ୍ରହ୍ମପୁର ନୂତନ ଏସ୍.ପି ଭାବେ ଦାୟିତ୍ଵ ଗ୍ରହଣ ଅଭିନବ ସୋନକର

ବ୍ରହ୍ମପୁର | ନ୍ୟୁଜ ନର୍ଭ |ବ୍ରହ୍ମପୁର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅଭିନବ ସୋନକର ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୮ ମସିହାରେ ୟୁପିଏସ୍‌ସି ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷାରେ ସଫଳତା ହାସଲ କରିବା ପରେ ସେ ଭାରତୀୟ ପୁଲିସ ସେବା…

ମହେନ୍ଦ୍ରତନୟାର ପ୍ରଖର ସ୍ରୋତ ଅତିକ୍ରମ କରି ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ବ୍ରହ୍ମପୁର,(ବିଚିତ୍ରସାହୁ):- ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇପଡ଼ିଥିବା ଦୁରବର୍ତ୍ତୀ ଜାମୁଗଣ୍ଡା ଗ୍ରାମରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ୍‌ ଦଳର ସାହସିକ ଓ ତ୍ୱରିତ ପ୍ରୟାସରେ ସୁରକ୍ଷିତ ଭାବେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ…
error: Content is protected !!