ଗଛ ପଡ଼ି ରାସ୍ତା ଅବରୋଧ, ବିଦ୍ୟୁତ୍‌ ତାର ଛିଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡ଼ା, ୨୪/୦୯: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ାରୁ ଫୁଲବାଣୀ ଯାଉଥିବା ମୁଖ୍ୟ ରାସ୍ତାର ଡାମରିକିଆ ଠାରେ ଏକ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗଛ ପଡ଼ିବା ସମୟରେ ବିଦ୍ୟୁତ୍‌ ତାର ମଧ୍ୟ ଛିଡ଼ି ରାସ୍ତାରେ ପଡ଼ିଥିବାରୁ ପରିସ୍ଥିତି ଅଧିକ…

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର

ଖୋର୍ଦ୍ଧା, (ସଞ୍ଜୀବ କୁମାର):- ଜଟଣୀ:ଜଟଣୀ ଓଡ଼ିଶା ପ୍ରସିଦ୍ଧ ଗଣେଶ ପୂଜା ମଙ୍ଗଳବାର ନବମ ଦିବସରେ ପହଞ୍ଚିଛି l ଦିନ ସାରା ତୁହାକୁ ତୁହା ବର୍ଷା ସତ୍ତ୍ୱେ ସନ୍ଧ୍ୟାରେ ଶ୍ରଦ୍ଧାଳୁ ବିଭିନ୍ନ ପୂଜା ମଣ୍ଡପ ବୁଲି ଗଣେଶ,ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଠାରୁ ଆଶୀର୍ବାଦ କାମନା କରିଥିଲେ lସେହିପରି…

ପିଲାଦିନର ଆଦର୍ଶ, ଜର୍ସି ନମ୍ବର ଓ କ୍ରିକେଟ୍‌ର ସ୍ୱପ୍ନ: ଭୁବନେଶ୍ୱର ଟାଇଗର୍ସର ପେସର୍‌ ରାଜେଶ ମହାନ୍ତିଙ୍କ ‘ସୌରଭ…

ଭୁବନେଶ୍ୱର,(ଏସ.ଏମ.ପି):- କଟକ, ସେପ୍ଟେମ୍ବର ୨୪: ଭୁବନେଶ୍ୱର ଟାଇଗର୍ସର ରାଜେଶ ମହାନ୍ତିଙ୍କ ପାଇଁ କ୍ରିକେଟ୍‌ ଆରମ୍ଭ ହୋଇଥିଲା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପ୍ରେରଣାରୁ। ଗାଙ୍ଗୁଲିଙ୍କ ବ୍ୟାଟିଂ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ହେଲେ ସମୟ ସହିତ ବ୍ୟାଟ୍‌…

ବର୍ଷା ବଢ଼ାଇଲା ଚିନ୍ତା: ଦିଗପହଣ୍ଡି ଚିକିଟି ପାତ୍ରପୁରରେ ବନ୍ୟା ଆଶଙ୍କା

ଦିଗପହଣ୍ଡି | ଚିକିଟି | ଗଞ୍ଜାମ |ଜଗନ୍ନାଥ ନାୟକ | ଦିଗପହଣ୍ଡି ବସ ଷ୍ଟାଣ୍ଡ ଜଳମଗ୍ନବାଘଲଟିରେ ବଢ଼ୁଛି ଜଳସ୍ତର; ତଳିଆ ଅଞ୍ଚଳରେ ପ୍ରଶାସନର ତୀକ୍ଷ୍ଣ ନଜରଚିକିଟି, ଗଞ୍ଜାମ: ଲଗାଣ ବର୍ଷାରେ ଚିକିଟି, ପାତ୍ରପୁର ଓ ଦିଗପହଣ୍ଡି ଅଞ୍ଚଳରେ ଚିନ୍ତା ବଢ଼ିଛି। ବିଭିନ୍ନ ତଳିଆ ଅଞ୍ଚଳରେ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ସିଙ୍ଗମିଲାର ସଂଯୋଗ ପୋଲବାହ୍ୟ ଜଗତରୁ ବିଚ୍ଛିନ୍ନ ଗ୍ରାମବାସୀ, ଯାତାୟାତ ଠପ୍‌ ନେଇ ବଢ଼ିଲା…

ବାଲିଗୁଡ଼ା, ୨୩/୦୯: ସୁକାନ୍ତ କୁମାର ତ୍ରିପାଠୀ ଲଗାଣ ବର୍ଷାର ପ୍ରଭାବରେ ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗାଁକୁ ସଂଯୋଗ କରୁଥିବା ଛୋଟ ପୋଲଟି ଭୁଶୁଡ଼ି ପଡ଼ିଛି। ପୋଲ ଭାଙ୍ଗିଯିବା ପରେ ଗାଁର ଯାତାୟାତ ବ୍ୟବସ୍ଥା ଏକପ୍ରକାର ଠପ୍‌ ହୋଇପଡ଼ିଥିବା ବେଳେ…

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ବାୟୁ ଗୁଣବତ୍ତା ଡିଜିଟାଲ୍ ପ୍ରଦର୍ଶନ ବ୍ୟବସ୍ଥା ଉଦ୍‌ଘାଟିତ

ବାୟୁ ଗୁଣବତ୍ତା ଓ ପରିବେଶ ସଚେତନତା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭୁବନେଶ୍ୱର | ପିଆଇବି || ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର (ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦର ଏକ ଅଂଶ) ପରିସରରେ ୨୩ ସେପ୍ଟେମ୍ବର ୨୦୨୬ରେ ବାୟୁ ଗୁଣବତ୍ତା ଡିଜିଟାଲ୍ ଡିସ୍‌ପ୍ଲେ ବ୍ୟବସ୍ଥାର…

ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ନେଇ ବିଦ୍ୟାଳୟରେ ମ୍ୟାଲେରିଆ ପରୀକ୍ଷା ଶିବିର୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ…

ତୁମୁଡ଼ିବନ୍ଧ, ୨୩/୦୯: ସୁକାନ୍ତ କୁମାର ତ୍ରିପାଠୀ ମ୍ୟାଲେରିଆ ନିରାକରଣ ସହିତ ବିଦ୍ୟାଳୟସ୍ତରରେ ସ୍ୱାସ୍ଥ୍ୟ ସଚେତନତାକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ତୁମୁଡ଼ିବନ୍ଧସ୍ଥିତ ନେତାଜୀ ସୁବାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ମ୍ୟାଲେରିଆ ପରୀକ୍ଷା ଶିବିର ଅନୁଷ୍ଠିତ…

ଆୟୁର୍ବେଦ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ସୁସ୍ଥ ଏବଂ ସନ୍ତୁଳିତ ଜୀବନ ପାଇଁ ଆୟୁର୍ବେଦକୁ ଏକ ସାମଗ୍ରିକ ବିଜ୍ଞାନ ଭାବେ ଦର୍ଶାଇ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଭୁବନେଶ୍ୱର | ପିଆଇବି || ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୁର୍ବେଦ ଦିବସ ଅବସରରେ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା…

ଆୟୁଷ୍ମାନ ଭାରତର ଅଷ୍ଟମ ବାର୍ଷିକୀ ଅବସରରେ ଏହାର ସଫଳତା ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର | ପିଆଇବି || ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆୟୁଷ୍ମାନ ଭାରତର ସଫଳତା ଉପରେ ଆଲୋକପାତ କରିଛନ୍ତି କାରଣ ଏହି ପଦକ୍ଷେପ ଆରମ୍ଭ ହେବାର ଆଠ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ଆଠ ବର୍ଷ ପୂର୍ବେ ଏହି ବିଚାର ସହିତ ଆରମ୍ଭ କରାଯାଇଥିଲା ଯେ…
error: Content is protected !!