ଅଡ଼ବା ସ୍ବାସ୍ଥ୍ୟକେନ୍ଦ୍ରରେ ରହୁ ନାହାନ୍ତି ଡାକ୍ତର: ୨ ଘଣ୍ଟା ଅପେକ୍ଷା ପରେ ବି ଆସିଲେନି ଡାକ୍ତର ।
ଆର, ଉଦୟଗିରି,(ମନୋଜ ପାଢୀ):-
ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡ଼ବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱରେ ଥିବା ଡାକ୍ତର ବହୁ ସମୟ ରହୁ ନ ଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ହୋଇ ଜଣେ ମହିଳା ୨ ଘଣ୍ଟା ଧରି ଅଡବା ସ୍ୱାସ୍ଥ୍ୟକେନ୍ଦ୍ରରେ ଅପେକ୍ଷା କରିବା ସୁଦ୍ଧା ଡାକ୍ତର ନ!-->!-->!-->…