ତେନ୍ତୁଳି ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ।

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ତାଳମଣ୍ଡା ଗ୍ରାମର ମୁଖ୍ୟ ରାସ୍ତା ରେ ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହେଇ ଯାଇଛି। ଯାହା ଫଳରେ ଉକ୍ତ ରାସ୍ତା ରେ ଯାତାୟତ ଠପ୍ ହୋଇ ଯାଇଥିଲା। ପରେ ଖବର ପାଇ ରାୟଗଡ ଅଗ୍ନିଶମ ବାହିନୀର ଯବାନ ମାନେ ପହଞ୍ଚି ଉକ୍ତ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ସମ୍ବଲପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି…

ଆଦିବାସୀ ମହାବିଦ୍ୟାଳୟ ରେ ଯୌନ ଉତ୍ପୀଡନ ପୋଷ୍ କାନୁନ୍ ଓ ୟୁଜିସି ନିୟମ କର୍ମଶାଳା

ବାଲିଗୁଡା, ୨୧/୦୭ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଆଇସିସି ଆନୁକୂଲ୍ୟରେ ଯୌନ ଉତ୍ପୀଡନ ରୋକିବା ପାଇଁ ପୋଷ୍ ଆଇନ୍ ଓ ୟୁଜିସି ନିୟମ ସମ୍ପର୍କିତ ଏକ କର୍ମଶାଳା ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଯାଇଛି। ଉକ୍ତ ସଭାରେ ଆଇସିସି କମିଟିର ଆଇନ…

ଫ୍ରେଣ୍ଡସ ଗ୍ରୁପ ର ଗଣେଷ ପୂଜା ପ୍ରସ୍ତୁତି ବୈଠକ

ବାଲିଗୁଡା -୨୧/୦୭:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଫ୍ରେଣ୍ଡସ ଗ୍ରୁପ ର ନବମ ବାର୍ଷିକ ଗଣେଷ ପୂଜା ପ୍ରସ୍ତୁତି ବୈଠକ ସଭାଗୃହ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ର ଗଣେଷ ପୂଜା ଅଗଷ୍ଟ ମାସ ୨୭ ତାରିଖ ରେ ଆୟୋଜନ ହେବ, ଏହାକୁ…

ଶ୍ରାବଣ ଦ୍ୱିତୀୟ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠ ରେ କାଉଡ଼ିଆଙ୍କ ଭିଡ଼

ବାଲିଗୁଡା:୨୧/୭ :(ସୁକାନ୍ତ କୁମାର ତ୍ରିପାଠୀ)ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହି ଅବସରରେ ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଗୁଡିକରେ ଭକ୍ତ ମାନଙ୍କର ପ୍ରବଳ ଭିଡ ଜମିଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି…

ନିଖିଳ ଉତ୍କଳ ଖଡୁରା ସମାଜ କଲ୍ୟାଣ ପରିଷଦର ମେଧା ସମ୍ବର୍ଦ୍ଧନା ଉତ୍ସବ ସମ୍ବର୍ଦ୍ଧିତ ହେଲେ ୧୩୫ ବିଦ୍ୟାର୍ଥୀ ପ୍ରତିଭା

ବ୍ରହ୍ମପୁର,(ବିଚିତ୍ର ସାହୁ):- ସଫଳତା କେବଳ ଯେ ଶିକ୍ଷା କ୍ଷେତ୍ରରେ ପ୍ରଯୋଜ୍ୟ ତାହା ନୁହେଁ, ବରଂ ସବୁକ୍ଷେତ୍ରରେ ନିଜର କିଛି ପାରଦର୍ଶିତା ପ୍ରଦର୍ଶନ କରିବା ହେଉଛି ସଫଳତାର ଅନ୍ୟ ଏକ ଦିଗ। ଯିଏ ଯେତେବଡ ପଦ ପଦବୀରେ ଥାଆନ୍ତୁ ଏବଂ ଯେତେ ରୋଜଗାର କରିଲେ ମଧ୍ୟ ପରିବାର ପ୍ରତି ଆସକ୍ତି…

ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ସୁଚାରୁ ରୂପେ ସଂସଦର ଉଭୟ ଗୃହ ଚଳାଇବା ପାଇଁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଓ ସଂସଦୀୟ ବ୍ୟାପାର…

ଆସନ୍ତାକାଲି ଠାରୁ ବୋତଲରେ ମିଳିବନି ପେଟ୍ରୋଲ, ନିଷ୍ପତ୍ତି ନେଲାସଂଘ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବନ୍ଦ ହେବ ଖୋଲା ପେଟ୍ରୋଲ ବିକ୍ରି । ଆସନ୍ତାକାଲି ଠାରୁ ବୋତଲରେ ମିଳିବନି ପେଟ୍ରୋଲ । ବାଲେଶ୍ୱର ଘଟଣାକୁ ନଜର ରଖି ଏମିତି ନିଷ୍ପତ୍ତି ନେଇଛି ସଂଘ ବୋଲି କହିଛନ୍ତି ରାଜ୍ୟ ପେଟ୍ରୋଲ ଡିଲର ଆସୋସିଏସନ ସଂଘ ସଭାପତି ଶଶାଙ୍କ ଶେଖର ସାହୁ । ଏ ନେଇ ଗତକାଲି…

ରାଜ୍ୟସ୍ତରୀୟ ଥାଇରଏଡ୍ ବ୍ୟାଧି ସମ୍ମିଳନୀ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ୫ମ ଦକ୍ଷିଣ ଓଡ଼ିଶା ଥାଇରଏଡ୍ ସିମ୍ପୋଜିୟମ୍, ଥାଇରଏଡ୍ ବ୍ୟାଧିର ବିଭିନ୍ନ ଦିଗ ଉପରେ ରାଜ୍ୟସ୍ତରୀୟ ସମ୍ମିଳନୀ,ସ୍ଥାନୀୟ ଆଇଏମଏ ହଲ୍‌ରେ ଉଦ୍ଘାଟିତ ହୋଇଜାଇଛି। ଏହି ସମ୍ମିଳନୀ ବ୍ରହ୍ମପୁରର ସ୍ୱାସ୍ଥ୍ୟ ସଦନର ପରାମର୍ଶଦାତା ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡକ୍ଟର…
error: Content is protected !!