ଗଜପତି ଜିଲ୍ଲା କୋର୍ଟ ଦୁଷ୍କର୍ମକାରୀ ବାପାକୁ ୨୦ ବର୍ଷ ଜେଲ ଦଣ୍ଡ
ଆର,ଉଦୟଗିରି(ମନୋଜ ପାଢୀ):-
ଗଜପତି ଜିଲ୍ଲା କୋର୍ଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଭୂ ପ୍ରସାଦ ପଣ୍ଡା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ଅଭିଯୁକ୍ତ ବାପାକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ରାୟ ଦେଇଛନ୍ତି । ଜରିମାନା!-->!-->!-->…