ଭଞ୍ଜନଗର,୨୧/O୭/9୫(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ମୂଖ୍ୟ ସଡ଼କ ପାର୍ଶ୍ଵ ଟାଉନ ହଲ ଠାରେ ସମ୍ବାଦ ସାହିତ୍ୟ ଘର ଘୁମୁସର ଅଞ୍ଚଳ ତରଫରୁ ପ୍ରଥମ ଥର ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ସ୍ଥାନୀୟ ବିଧାୟକ ଶ୍ରୀ ଯୁକ୍ତ ପ୍ରଦୂନ୍ନ କୁମାର ନାୟକ, ସ୍ଥାନୀୟ ପରିଷଦ ର ଅଦକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ସଭାପତି ସାହିତ୍ୟ ଘର ଶ୍ରୀଯୁକ୍ତ କୃତିବାସ ବିଶ୍ୱାଳ ଙ୍କ ସହ ସାହିତ୍ୟ ଘର ପ୍ରତିଷ୍ଠାତା ତଥା ପୂର୍ବତନ ରାଜ୍ୟ ସଭା ସାଂସଦ ପାର୍ଥୀ ଶ୍ରୀଯୁକ୍ତ ସୋମ୍ୟରଞ୍ଜନ ପଟନାୟକ ମଞ୍ଚାସିନ ହୋଇଥିଲେ ସମସ୍ତ ମାନ୍ୟଗନ ବୁଦ୍ଧିଜୀବୀ, ସମାଜସେବୀ ସାମ୍ବାଦିକଗଣ ଙ୍କ ସହ ଅଞ୍ଚଳ ର ସବୁ ସଂସ୍ଥା ରୁ ଆସିଥିବା ବ୍ୟକ୍ତି ସମୁଖ ଙ୍କ ସାମ୍ନାରେ. ପ୍ରଥମେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବୀର ଚକରାବିଶୋଇ ଛକ ରେ ଭଞ୍ଜ ମାଟିର ବୀର ପୁତ୍ର ଚକରାବିଷୋୟୀ ଙ୍କ ମୂର୍ତ୍ତି ରେ ପୁଷ୍ମମାଲ୍ୟ ପ୍ରଦାନ କରି ବୃକ୍ଷ ରୋପଣ କରି ଏକ ଶୋଭା ଯାତ୍ରା ରେ ନଗର ପରିକ୍ରମା କରି କାର୍ଯ୍ୟକ୍ରମ କୁ ଆଗକୁ ନିଆଯାଇଥିଲା ଟାଉନ ହଲ ଠାରେ. ସେଠାରେ ସମସ୍ତ ସମ୍ବାଦ ଘର ପରିବାର ସହ ଅନ୍ୟାନ ଅନୁଷ୍ଠାନ କୁ ସନ୍ନମାନୀତ କରାଯାଇଥିଲା କେବଳ ସାମ୍ବାଦିକ ମାନଙ୍କୁ ହିଁ ନ ଡକାଯିବା ମଞ୍ଚକୁ ତାହା ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜୀବୀ ମହଲ ରେ ଏକ ଚର୍ଚ୍ଚାର ବିଷୟ ରହିଥିଲା ତାହା ଆଜି ପଯ୍ୟନ୍ତ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କ ମନରେ ପ୍ରଶ୍ନବାଚୀ ହୋଇ ରହିଗଲା, ସତରେ ସମ୍ବାଦ ଭଳି ଏକନୁଷ୍ଠାନ ପୁଣି ଓଡିଶା ର ଏକ ଚର୍ଚ୍ଚିତ ବିଜ୍ଞ ବ୍ୟକ୍ତି ସୋମ୍ୟ ବାବୁ ଙ୍କ ଉପସ୍ଥିତି ରେ ସ୍ଥାନୀୟ ସାମ୍ବାଦିକ ବନ୍ଧୁ ମାନଙ୍କୁ ତାହା ଆଜି ପର୍ଯ୍ୟନ୍ତ ବିଚଳିତ କରେ ଯେ, ଏହା ଜାଣିଶୁଣି କରାଗଲା ନା ଏହାର ପଛରେ ଆଉ କଣ ତ୍ରୁଟି ରହିଲା. ତେବେ ଯାହା ହଉନା କାହିଁ ସ୍ଥାନୀୟ ପୂର୍ବତନ ବିଧାୟକ ଙ୍କୁ ଅହଂକାର ର ପରାଜୟ ସହିତ ସ୍ଥାନୀୟ ବିଧାୟକ ଙ୍କ ଓଡ଼ିଆ ଅସ୍ମିତା ଦେଖିବାକୁ ମିଳିନଥିଲା କହି ରାଜନୀତି ର ଛିଟା ନିଜ ବକ୍ତବ୍ୟ ରେ ଉପସ୍ଥାପନ କରିବା ସହ ଏହି ମାଟିରେ ମୋର ଖଡ଼ି ଛୁଆଁ ହୋଇଥିଲା, ଭଞ୍ଜ ଙ୍କ ଗୁଣ ଗାନ ସହ ସମସ୍ତ ଉପସ୍ଥିତ ଜନସାଧାରଣ ଙ୍କୁ ପ୍ରଶଂସା ବିଶେଷ କରି ମଞ୍ଚାସିନ ଅତିଥି ମାନଙ୍କୁ ଧନ୍ୟବାଦ ଦେବାସହ ସାହିତ୍ୟ ଘର ର ଉତ୍ତରତର ଉର୍ନତି କାମନା ସହ ପୁଣି ସୁଜଗ ମିଳିଲେ ଆସିବା ପାଇଁ ନିଜ ବକ୍ତବ୍ୟ ରେ ଶ୍ରୀସୋମ୍ୟରଞ୍ଜନ ପଟନାୟକ ଉପସ୍ଥାପନ କରିଥିଲେ l