ଭଞ୍ଜନଗର,୨୧/O୭/9୫(ବବି ରଥ):ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ, ଗଞ୍ଜାମ ଏସ.ପି ଙ୍କ ସମେତ ସମସ୍ତ ବିଭାଗ ର ମୁଖ୍ୟା ଙ୍କ ଉପସ୍ଥିତି ରେ ପ୍ରତେକ ମାସର ତୃତୀୟ ସୋମବାର ଦିନ ପ୍ରାୟତଃ ୧୦: ୩୦ ଠାରୁ ୧: ୩୦ ପଯ୍ୟନ୍ତ ସର୍ବସାଧାରଣ ଙ୍କ ପାଇଁ ଭଞ୍ଜନଗର ଉପଖଣ୍ଡ ଠାରୁ ଜିଲ୍ଲା ମୂଖ୍ୟ କାର୍ଯାଳୟ ଛତ୍ରପୁର ରୁ ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳ ଆସିଥାନ୍ତି କିନ୍ତୁ ବର୍ଷରେ କେତେ ମାସ ନ ଆସି ସ୍ଥାନୀୟ ଉପଜିଲ୍ଲାପାଳ ତୁଲାନ୍ତି କିନ୍ତୁ ତାର ବାସ୍ତବ ରୂପ ଦେଖିବାକୁ ମିଳେନାହିଁ. କାରଣ ଏତେବଡ଼ ଉପଖଣ୍ଡ ର ସମସ୍ତ ଦାଇତ୍ୱ ନେବା ଏକ ଉପଜିଲ୍ଲାପାଳ ଙ୍କ ପକ୍ଷେ ସମ୍ଭବ ନୁହଁ. ସବୁ ମାସରେ 
ଦେଖିବାକୁ ମିଳେ ବହୁତ ସାମୁହିକ ସମସ୍ୟା ସହ ବ୍ୟକ୍ତିଗତ ସମସ୍ୟା ସେଭିତରେ ସଦାସର୍ବଦା ସ୍ଥାନୀୟ ଉପଖଣ୍ଡର ସ୍ୱାସ୍ଥ୍ୟ ସମସ୍ୟା କାହିଁ ମାନ୍ଧତା କାଳରୁ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ କୌଣସି ସରକାର ତରଫରୁ ମେଡିକାଲର ସବୁ ବିଭାଗ ର ଡାକ୍ତର ସମସ୍ୟା. ପୁଣିଥରେ ସେହିସମସ୍ୟା କୁ ଉପସ୍ଥାପନ କରିଛନ୍ତି ସ୍ଥାନୀୟ ଯୁବ କଂଗ୍ରେସ କର୍ମୀ କୁଲୁଭୂୟା ସମର୍ଥକ ମାନେ, ସ୍ଥାନୀୟ ବରିଷ୍ଟ ଓକିଲ ଶ୍ରୀଯୁକ୍ତ ଖରାଂଶୁଶେଖର ଦାସ ଙ୍କ ଉପସ୍ଥିତ ରେ ସମସ୍ତ ସାମ୍ବାଦିକ ଙ୍କ ଗହଣ ରେ ସ୍ଥାନୀୟ SDMO ଙ୍କ ସମୁଖରେ ଦାବିପତ୍ର ପ୍ରଦାନ l