ଅଗ୍ନିବୀର ଆର୍ମି ଚୟନ ସକାଶେ ପ୍ରସ୍ତୁତି ବୈଠକ
ଛତ୍ରପୁର,୨୪.୦୭.୨୦୨୫(lPRO): ଆସନ୍ତା ମାସ ଅଗଷ୍ଟ ୧୧ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଠାରେ ଅଗ୍ନିବୀର ସେନା ବାହିନୀ ନିଯୁକ୍ତି ନିମନ୍ତେ ଚୟନ ପରୀକ୍ଷା ଅନୁଷ୍ଠିତ ହେବ । ଏଥି ସକାଶେ ଆଜି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ!-->…