ଶ୍ରୀଯୁକ୍ତ କୀର୍ତି ଭାଷନ ଭି ନୂତନ ଜିଲ୍ଲାପାଳ

ଭଞ୍ଜନଗର,(ବବି ରଥ):-

ଓଡିଶା ର ବଡ଼ ଭୂଖଣ୍ଡ ସହିତ ଲୋକସଂଖ୍ୟା ରେ ବୃହତ ଅଞ୍ଚଳ ତଥା ତିନୋଟି ଉପଖଣ୍ଡ ରହିଥିବା ଏହି ଜିଲ୍ଲା ର ନୂତନ ଭାବେ ପୁରାତନ ଜିଲ୍ଲା ର ଜିଲ୍ଲାପାଳ ଭାବେ ଯୋଗଦେଲେ ଶ୍ରୀଯୁକ୍ତ କୀର୍ତି ଭାଷନ ଭି. ଏହି ଜିଲ୍ଲାରେ ଥିବା ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜୋତି ପରିଡା ଙ୍କୁ ବଦଳି କରାଗଲା ପୁରୀ ଜିଲ୍ଲାପାଳ ଭାବେ. ଏଭଳି IAS ସ୍ତରରେ ଅଦଳ -ବଦଳ କରାଯାଇ ଅଛି. ଆଗକୁ ଗଞ୍ଜାମ ରାଜନୀତି ରେ ମଧ୍ୟ ବିଧାୟକ ଥିବା କିଛି ନେତା ମାନଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ଅଛି. ସାଧାରଣ ରେ ଚର୍ଚ୍ଚା ର ବିଷୟ ଏହାକିଯେ, ଏସବୁ ଭିତରେ ଲୋକଙ୍କ ସମସ୍ୟା ର ସମାଧାନ ସହ ବିକାଶ କିଭଳି ହବ ତାହା ଉପରେ ସମସ୍ତ ଙ୍କ ନଜର.

You might also like
error: Content is protected !!