କସ୍ତୁରବା ଗାନ୍ଧୀ ଛାତ୍ରୀନିବାସରେ ଝାଡ଼ାବାନ୍ତି: ଅନୁଧ୍ୟାନ କଲେ ମେଡିକାଲ ଟିମ୍
ଆର,ଉଦୟଗିରି,(ମନୋଜ ପାଢୀ):-
ଗଜପତି ଜିଲ୍ଲା ର ମୋହନା ବ୍ଲକରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ନିବାସରେ ଝାଡ଼ାବାନ୍ତିରେ 22 ଜଣ ଅନ୍ତେବାସୀ ଆକ୍ରାନ୍ତ ହେବା ଘଟଣାରେ ଆଜି ମେଡିକାଲଟିମ ପହଞ୍ଚି ସମସ୍ତ ଅନୁଧ୍ୟାନ କରିଛନ୍ତି । ଏହି ଛାତ୍ରୀ ନିବାସରେ ଗତ 4 ଦିନ ତଳେ!-->!-->!-->…