ଅଗଷ୍ଟ 16 ତାରିଖ ଦାବୀ ଦିବସରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବିଭିନ୍ନ ଦାବୀ ନେଇ ରାଜରାସ୍ତାକୁ ଓହ୍ଲାଇବ

ଆର,ଉଦୟଗିରି(ମନୋଜ ପାଢୀ):- ରିଖ ଶନିବାର ଦିନ ରାୟଗଡ଼ ବ୍ଲକର କୁଜ|ସିଂ ରାଜୀବ ଗାନ୍ଧୀ ସ୍ମାରକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଓଷ୍ଟା ସଂଘର ସଭାପତି ଶ୍ରୀ ପି ମେନକା ରାଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କାନଭେନସନ ଅନୁଷ୍ଠିତ ହୋଇଯାଇଛି | ଏହି କାନଭେନସନରେ ଶତାଧିକ ଶିକ୍ଷକ…

ଅଜଣା ରୋଗରେ ପୀଡିତ ମୋହିନୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିଲେ ବିଧାୟକ।

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ପାରଳଖେମୁଣ୍ଡି 14ନମ୍ୱର ୱାଡ ସଞ୍ଜୟଗାନ୍ଧୀ କଲୋନୀ ର ମୋହିନୀ କିଛି ମାସ ତଳେ ଅସୁସ୍ଥତା ହୋଇପଡ଼ିଥିଲେ, ତାକୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ସେଠାରେ ସ୍ବାସ୍ଥ୍ୟ ର ଉନ୍ନତି ନହେବାରୁ ଶ୍ରୀକାକୁଲମ ପରେ…

ବାଇକରୁ ଖସି ମହିଳାଙ୍କ ମୃତ୍ୟୁ

ବୁଗୁଡା,୨୬/୦୭(ସୋରେନ କୁମାର ପ୍ରଧାନ): ବୁଗୁଡ଼ା-ବାଲିପଦର ମୁଖ୍ୟରାସ୍ତାରେ ବାଇକରୁ ଖସିପଡି ଜନୈକା ଅବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ହଂସରାଳି ଗ୍ରାମର ଆରତୀ ମହାରଣା(୪୨) । ଏ ନେଇ ବୁଗୁଡା ଥାନାରେ କେସ୍ କେସ ନଂ…

କୁକୁର କାମୁଡାରେ ୧୩ ଜଣ ଆହତ

ବୁଗୁଡ଼ା,୨୬/୦୭(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମରେ ଦୁଇ ଦିନ ମଧ୍ୟରେ କୁକୁର କାମୁଡାରେ ୯ ଜଣ ମହିଳାଙ୍କ ସମେତ ୧୩ ଜଣ ଆହତ ହୋଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଜଣାଯାଇଛି। ଗତ ଶୁକ୍ରବାର ଓ ଶନିବାର ଏହି ଦୁଇ ଦିନରେ କୁକୁର କାମୁଡାର ଶିକାର…

ଜଗଦଳପୁର: କାର୍ଗିଲ ବିଜୟ ଦିବସ ଅବସରରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ଉଦ୍ଘାଟନ

ଜଗଦଳପୁର, 26/07/25 : କୁକୁଡାଖଣ୍ଡି ତଥା ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମରେ ଥିବା ଏସ ଶ୍ରୀନିବାସ ପାତ୍ର ପ୍ରତିମୂର୍ତ୍ତି ରେ ଆଜି କାରଗିଲ ବିଜୟ ସହିଦ ଅବସରରେ ସ୍ବର୍ଗତ ଶ୍ରୀ ପାତ୍ର ଙ୍କ ପ୍ରତିମୂର୍ତ୍ତି ରେ ଜନ ପ୍ରତିନିଧି ଙ୍କ ପକ୍ଷ ରୁ ପୁଷ୍ପାମାଲ୍ୟାର୍ପଣ ସହ ଜଗଦଳପୁର ପଞ୍ଚାୟତର…

ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭଞ୍ଜନଗର,26.07.25(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ଜରୁରୀ ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆସନ୍ତା କାଲି ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ସହ ସ୍ଥାନୀୟ ବ୍ୟବସାୟିକ ସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନ,…
error: Content is protected !!