ବିପଦର ବନ୍ଧୁ ଦ୍ଵାରା ବସଷ୍ଟାଣ୍ଡ ରେ ଯାତ୍ରୀଙ୍କ ପାଇଁ ଖାଦ୍ୟ ବଣ୍ଟନ

ବାଲିଗୁଡା, ୨୭/୦୭[ସୁକାନ୍ତ କୁମାର ତ୍ରିପାଠୀ] ବାଲିଗୁଡା ବସଷ୍ଟାଣ୍ଡ ପରିସରରେ ବିପଦର ବନ୍ଧୁ ବାଲିଗୁଡା ସ୍ବେଛାସେବୀ ଅନୁଷ୍ଠାନ ଦ୍ଵାରା ରାତିରେ ଯାତ୍ରୀ ଓ ଅନ୍ୟ ମାନଙ୍କୁ ଦେୟମୁକ୍ତ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଏହି ଦେୟମୁକ୍ତ ଖାଦ୍ୟ ବଣ୍ଟନ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଦିଆଯିବା ପାଇଁ ଏହି ଅନୁଷ୍ଠାନ ଧାର୍ଯ୍ୟ କରିଛି କାରଣ ଶେଷ ରବିବାର ଦିନ ବାଲିଗୁଡା ବସଷ୍ଟାଣ୍ଡ ର ସବୁ ଦୋକାନବିପଦର ବନ୍ଧୁ ଦ୍ଵାରା ବସଷ୍ଟାଣ୍ଡ ରେ ଯାତ୍ରୀଙ୍କ ପାଇଁ ଖାଦ୍ୟ ବଣ୍ଟନବିପଦର ବନ୍ଧୁ ଦ୍ଵାରା ବସଷ୍ଟାଣ୍ଡ ରେ ଯାତ୍ରୀଙ୍କ ପାଇଁ ଖାଦ୍ୟ ବଣ୍ଟନ ବଜାର ବନ୍ଦ ରୂହେ ଏହାକୁ ଆଖି ଆଗରେ ରଖି ଯେଭଳି ଯାତ୍ରୀ ମାନେ କେହି ଭୋକ ଉପବାସରେ ନରହିବେ ଓ ଅସୁବିଧାର ସମ୍ମୁଖୀନ ନ ହେବେ ଏଥି ନିମନ୍ତେ ଏହାର ଆୟୋଜନ କରାଯାଇଛି। ବସଷ୍ଟାଣ୍ଡ ରେ ଲାଗୁଥିବା ସମସ୍ତ ବସ କୁ ଯାଇ ଏହି ସଂଘ ର ସଦସ୍ୟ ମାନେ ସବୁ ଯାତ୍ରୀ ଙ୍କୁ ଡାକି ଡାକି ଖାଇବାକୁ ଦେବାର ଦେଖିବାକୁ ମିଳିଛି।

You might also like
error: Content is protected !!