କାରଗିଲ ଦିବସ ପାଳିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ବିଜେପି କାରଗିଲ ବିଜୟ ଦିବସ ପାଳନ କରିଛି l ଜଗଦଳପୁର ଗ୍ରାମ ସ୍ଥିତ ସହିଦ ସ୍ତମ୍ଭ ଠାରେ ଏହା ପାଳନ କରାଯାଇଛି l ଶହୀଦ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏଥିରେ ସମସ୍ତ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ଏବଂ ଅଞ୍ଚଳ ଲୋକେ ଯୋଗଦାନ କରିଥିଲେ l ଜଗଦଳପୁର ଶକ୍ତିକେନ୍ଦ୍ର ପ୍ରମୁଖ କୋରା ଭାଇଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପାଳନ କରାଯାଇଛି l କର୍ମକର୍ତ୍ତା ଏହାକୁ ସହଯୋଗ କରିଥିଲେ l

You might also like
error: Content is protected !!