ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଅମେଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା,ଆରକ୍ଷୀ ଅଧିକ୍ଷକ ଶ୍ରୀ…

ଗଞ୍ଜେଇ ଚାଲାଣକୁ ନେଇ 5 ଜଣକୁ ଗିରଫ କରିଛି ହରିୟାଣା ପୋଲିସ l ସେଥିମଧ୍ୟରୁ ମୋହନାରୁ ଜଣେ ଗିରଫ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡ଼ି ଅଞ୍ଚଳରୁ ଚାଲାଣ ହେଉଥିଲା ଗଞ୍ଜେଇ l ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 4 ଜଣ ଅଭିଯୁକ୍ତକୁ ଗିରଫ କଲା ହରିୟଣା ନାର୍କୋଟିକ ବିୟୁରୋ ୟୁନିଟ l ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ତିନି ଅଭିଯୁକ୍ତ ହରିୟାଣାର ହୋଇଥିବା…

ବସ ବାଇକ୍ ଧକ୍କା, ଜଣେ ଗୁରୁତର

ଆର,ଉଦୟଗିରି,(ମନୋଜ ପାଢୀ):- ମୋହନା ଥାନା ଅନ୍ତର୍ଗତ ହିକିରିକୁପା ଗାଁ ପାଖରେ ଏକ ବସ୍ ସହ ବାଇକ୍ ଧକ୍କା ହୋଇଥିଲା । ଏଥିରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ସ୍ଥାନୀୟ ସରପଞ୍ଚ କୈଳାସ ରଇତ ତାଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନା ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର…

ପ୍ରତ୍ରିକା ଆମ ଦୁନିଆ ହାଲ ଚାଲ, କଳିଙ୍ଗ ଜାଗରଣ, ଲୋକାର୍ପିତ, ସାମ୍ବାଦିକ ସୁରକ୍ଷା ଆଇନି କାର୍ଯ୍ୟ କାରି କରି ବାକୁ…

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର: ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେବା ଆଜିର ସ୍ଥିତିରେ ଜରୁରୀ ବୋଲି ସ୍ଥାନୀୟ ରାଜସ୍ୱ ଡାକବଙ୍ଗଳା ଠାରେ ଆମ ଦୁନିଆ ହାଲଚାଲ ପରିବାର ତରଫରୁ ଆୟୋଜିତ ଉତ୍ସବରେ ବ୍ରହ୍ମପୁର ପୂର୍ବତନ ବିଧାୟକ ଡାକ୍ତର…

ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଭଞ୍ଜନଗର ର ଦାବୀ ଜୟନ୍ତୀଗଡ ଓ ନେଟଙ୍ଗା ଗ୍ରାମକୁ ଐତିହାସିକ ମାନ୍ୟତା ମିଳୁ

ଭଞ୍ଜନଗର,ବବି ରଥ: ବରିଷ୍ଠ ନାଗରିକ ମଞ୍ଚ ଜୟନ୍ତୀ ଗଡ଼ ଓ ନେଟଙ୍ଗା ଗ୍ରାମରେ ଥିବା ଭଞ୍ଜବଂଶ ର ଇଷ୍ଟ ଦେବୀ କନକ ଦୁର୍ଗା, ବାସୁଦେବ ମନ୍ଦିର କାଷ୍ଠ ରେ ନିର୍ମିତ ରଘୁନାଥ ମନ୍ଦିର ପରିଦର୍ଶନ ରେ ଯାଇଥିଲେ. ଉଭୟ ଗ୍ରାମବାସୀ ଙ୍କ ତରଫରୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ଭବ୍ୟ ସମ୍ବର୍ଦ୍ଧନା…

ବ୍ରହ୍ମପୁର ରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ବ୍ରହ୍ମପୁର,(ବିଚିତ୍ରସାହୁ):- ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ନୂତନ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଆଜି କାର୍ଯ୍ୟରେ ଯୋଗଦାନ କରି ୧୧୨ଟି ଅଭିଯୋଗ ଶୁଣିଥିଲେ l ଏହି ଅଭିଯୋଗ ଶୁଣାଣି ରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍,…

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ଭାବରେ ଆଲୋକ ତ୍ରିପାଠୀଙ୍କ ଯୋଗଦାନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା ରୋଡ୍, 28 ଜୁଲାଇ, 2025:1998 ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବା (IRTS)ର ବରିଷ୍ଠ ଅଧିକାରୀ ଶ୍ରୀ ଆଲୋକ ତ୍ରିପାଠୀ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନୂତନ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ଭାବରେ ଦାୟିତ୍ୱ ଗ୍ରହଣ…

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ : ମାନବ ଚାଲାଣ ବିରୋଧୀ ବିଶ୍ୱ ଦିବସ ପାଳନ ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ପନ୍ଦର…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୩୦ ଜୁଲାଇରେ ବିଶ୍ୱ ସ୍ତରରେ ପାଳିତ ହେଉଥିବା ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସକୁ ନଜରରେ ରଖି ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ରେଳ ସୁରକ୍ଷା ବଳ (ଆରପିଏଫ) ଏହାର ପରିସୀମା ମଧ୍ୟରେ ବିଭିନ୍ନ ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ପନ୍ଦର ଦିନ ଧରି ସଚେତନତା ଅଭିଯାନ…

ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଭଞ୍ଜନଗର ର ଦାବୀ ଜୟନ୍ତୀଗଡ ଓ ନେଟଙ୍ଗା ଗ୍ରାମକୁ ଐତିହାସିକ ମାନ୍ୟତା ମିଳୁ

ଭଞ୍ଜନଗର,(ବବି ରଥ):- ଆଜି ବରିଷ୍ଠ ନାଗରିକ ମଞ୍ଚ ଜୟନ୍ତୀ ଗଡ଼ ଓ ନେଟଙ୍ଗା ଗ୍ରାମରେ ଥିବା ଭଞ୍ଜବଂଶ ର ଇଷ୍ଟ ଦେବୀ କନକ ଦୁର୍ଗା, ବାସୁଦେବ ମନ୍ଦିର କାଷ୍ଠ ରେ ନିର୍ମିତ ରଘୁନାଥ ମନ୍ଦିର ପରିଦର୍ଶନ ରେ ଯାଇଥିଲେ. ଉଭୟ ଗ୍ରାମବାସୀ ଙ୍କ ତରଫରୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ଭବ୍ୟ…

ଚନ୍ଦ୍ରଗିରି ହାଇସ୍କୁଲ ରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ହାଇସ୍କୁଲର ହିନ୍ଦୀ ଶିକ୍ଷକ ନିଲମ୍ବିତ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ହାଇସ୍କୁଲ ରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଚନ୍ଦ୍ରଗିରି ସରକାରୀ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧୂକାରୀ ମାୟାଧର ସାହୁ ନିଲମ୍ବନ କରିଥିବା ସୂଚନା ମିଳିଛି। ଚନ୍ଦ୍ରଗିରି…
error: Content is protected !!