କିଭଳି ମନାଇବେ ବିକ୍ରମ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ରାଜନୈତିକ ପାଣି ପାଗକୁ ନଜରରେ ରଖି ବିଜେଡ଼ି ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିଛି l ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ମୁଣ୍ଡରେ ଜିଲ୍ଲା ସଭାପତି ମୁକୁଟ ପିନ୍ଧାଇ ଦିଆଯାଇଛି l ଦାୟିତ୍ଵ ଘୋଷଣା ପରେ ଶ୍ରୀ ପଣ୍ଡାଙ୍କ ବାସଭବନରେ ଭିଡ଼ ଜମିବା…

ବୋରିପଦର ହାଇ ସ୍କୁଲ ମ୍ୟାଟ୍ରିକ 92ବ୍ୟାଚ ର ଲୋକନାଥେ ଶ୍ୱର ପୀଠ ରେ ବନ୍ଧୁମିଳନ ଓ ବୃକ୍ଷରୋପଣ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବୋରିପଦର ହାଇ ସ୍କୁଲ ମ୍ୟାଟ୍ରିକ ବ୍ୟାଚ ତରଫରୁ ମଧୁବନ ଲୋକନାଥେ ଶ୍ଵର ମନ୍ଦିର ପୀଠ ରେ ଦୀର୍ଘ ତେତିଶି ବରଷ ପରେ ଏକ ବନ୍ଧୁ ମିଳନ ଏଵଂ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ମନୋରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ବ ରେ ପ୍ରାରମ୍ଭିକ ସ୍ଵାଗତ…

ଗଞ୍ଜାମର କୁଶଳୀ ମାନବସମ୍ବଳକୁ ଉପଯୋଗ କରି ରୋଜଗାରର ନୂଆ ସୁଯୋଗ ତିଆରି କରିବା- ଧର୍ମେନ୍ଦ୍ର ପ୍ରଧାନ

ଛତ୍ରପୁର,/ଭୁବନେଶ୍ୱର: ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର । ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ । ଗଞ୍ଜାମର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ…

World Elephant Day 2025 on August 12 

Union Minister Shri Bhupender Yadav to preside over World Elephant Day 2025 Celebrations India Holds 60% of Global Wild Elephant Population 33 Elephant Reserves and 150 Corridors Reflect India’s Strong Protection Framework…

ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଘରେ ଘରେ ତ୍ରିରଙ୍ଗା :ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର/ପୁରୀ: ଦେଶ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ୨ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଦେଶବ୍ୟାପୀ ଆୟୋଜିତ ହେଉଛି । ପୁରୀ ବେଳାଭୂମିରେ ପଦ୍ମଶ୍ରୀ…

ଆଙ୍କୁଲିରେ ଖୋଲିଲା ସାହୁ ଫର୍ଣ୍ଣିଚର ସୋରୁମ ଚଳଚିତ୍ର ଅଭିନେତ୍ରୀଙ୍କ ନାଚ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ଆଙ୍କୁଲି ହାଇସ୍କୁଲ ଛକ ନିକଟରେ ଖୋଲିଲା ସାହୁ ଫର୍ଣ୍ଣିଚୋର ସୋରୁମ ଦୀର୍ଘ 11 ବର୍ଷା ଧରି ବ୍ୟବସାୟ କରି ଆସୁଥିବା ଏହି ପୁରାତନ ଅନୁଷ୍ଠାନ ଏବେ ତାର ଦୋକାନକୁ ବୃଦ୍ଧି କରିଛି.... ଗୋଟିଏ ଛାତ ତଳେ ଉଭୟ ଫର୍ଣ୍ଣିଚର ସହ ଇଲେକ୍ଟ୍ରୋନିକ…

ହର ଘର ତିରଙ୍ଗା ଅଭିଯାନ ଅବସରରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଦ୍ୱାରା ‘ତିରଙ୍ଗା ରାଲି’

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଦ୍ୱାରା ଆଜି ହର ଘର ତିରଙ୍ଗା ଅଭିଯାନ ଅବସରରେ ଏକ ଉତ୍ସାହ ପୂର୍ଣ୍ଣ ‘ତିରଙ୍ଗା ରାଲି’ ର ଆୟୋଜନ କରାଯାଇଥିଲା । ଏହି ରାଲିରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସ୍ବେଛାସେବୀମାନେ ଏବଂ ସିଭିଲ୍‌ ଡିଫେନ୍ସ…

ଜଳ ବିତରଣ ପ୍ରକଳ୍ପ’ର ଶୁଭାରମ୍ଭ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଆସିଥିଲେ l କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଛତ୍ରପୁରର ମାଟିଖାଲରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ବିଶୋଧନ ଜଳ ବିତରଣ…

ପବିତ୍ର ରାକ୍ଷୀ ଉତ୍ସବ ପାଳିତ

ଭଞ୍ଜନଗର,10/08/25 (ବବି ରଥ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ନୀଳାଦ୍ରି ବିହାର ଠାରେ ଅବସ୍ଥିତ ଓମଶାନ୍ତି ଭବନ ତଥା ଈଶ୍ୱରୀୟ ମହାବିଦ୍ୟାଳୟ ଠାରେ ପବିତ୍ର ରାକ୍ଷୀ ଉତ୍ସବ ମହାଡ଼ମ୍ବର ରେ ପାଳିତ ହୋଇଛି. ଏହି ପର୍ବ ଲାଗି ବହୁତ ଦିନରୁ ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଙ୍କ ସମେତ ସମସ୍ତ ଭାଇ…
error: Content is protected !!