ବିଶ୍ୱ ହସ୍ତୀ ଦିବସ ପାଳିତ
ବ୍ରହ୍ମପୁର,(ବିଚିତ୍ର ସାହୁ):-
କୁକୁଡାଖଣ୍ଡି,, ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ କନିକା ପଞ୍ଚାୟତ ପୁରୁଣା ପାଟଣା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି l ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ ସଭାପତିତ୍ୱରେ!-->!-->!-->…