ବଜ୍ରାଘାତ ଓ ସର୍ପା ଘାତ ରୋକିବାକୁ ଗାଁ ଗାଁ ରେ ସଚେତନ କରିବେ ଲୋକ କଳାକାର

ବାଲିଗୁଡା: ୦୧/୦୯(ସୁକାନ୍ତ କୁମାର ତ୍ରିପାଠୀ) ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷ ଠାରେ ଆଜି କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ସାପ କାମୁଡା ଏବଂ ବଜ୍ରପାତ ପ୍ରତି ସାବଧାନତା ସଚେତନତା…

ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡା : ୩୧/୦୮(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି I ପ୍ରତ୍ୟୁଷ ୪.୩୦ମି ସମୟରେ ରାମଧୁନ ପରିବେଷଣ କରାଯାଇଥିଲା । ସକାଳ ୭.୦୦ମି ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ତଥା ସମସ୍ତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ଉପଯୁକ୍ତ ସମ୍ମାନ ରାଜ୍ୟ ସରକାର ପ୍ରଦାନ କରିନାହାନ୍ତି108 ତମ…

ବ୍ରହ୍ମପୁର,(ବିଚିତ୍ର ସାହୁ):- ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସେମାନଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ…

ସୁନିତା ୱିଲିୟମ୍ସଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସାନଅ ମାସ ମହାକାଶରେ ରହିବା ପରେ, ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ସୁନିତା ୱିଲିୟମ୍ସଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସାନଅ ମାସ ମହାକାଶରେ ରହିବା ପରେ, ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ସାମ୍ବାଦିକଙ୍କୁ ଦେଇଥିବା ବୟାନ ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି।"ମୁଁ ମହାକାଶରେ ଫସି ରହିଥିବା ଈଶ୍ୱରଙ୍କ ଇଚ୍ଛା ପରି ମନେ…

ପ୍ରିମୀୟର ସ୍କୁଲ ଅଫ ନର୍ସିଂ ରେ ହିମାଚଳ ପ୍ରଦେଶ ପ୍ରତିନିଧି ଦଳ ଜଟଣୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ ବିଶିଆପଡ଼ା ସ୍ଥିତ ପ୍ରୀମୀୟର ସ୍କୁଲ ଅଫ ନର୍ସିଂ ରେ ଆଜି ହିମାଚଳ ପ୍ରଦେଶର ଏକ ପ୍ରତିନିଧି ଦଳ ପରିଦର୍ଶନ କରି ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ସହିତ ଆମ ରାଜ୍ୟର ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋଚନା କରିଥିଲେ। ସ୍କୁଲ ଅଫ ନର୍ସିଂ ର ଅଧକ୍ଷ…

ମନ୍ତ୍ରୀ ବିଭୁତିଙ୍କୁ ମୋନଜଙ୍କ ପତ୍ର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ) ବ୍ରହ୍ମପୁର ସହର ଦକ୍ଷିଣ ଓଡିଶା ର ପ୍ରମୁଖ ବାଣିଜ୍ୟ କେନ୍ଦ୍ର l ଏହା ବ୍ୟତୀତ ସମଗ୍ର ଦକ୍ଷିଣ ଓଡିଶା ର ପରିବହନର ସୁପରିଚାଳନା କ୍ଷେତ୍ରରେ ବ୍ରହ୍ମପୁର ଏକ ନିର୍ଣ୍ଣାୟକ ସ୍ଥଳୀ l ଏଣୁ ଏଠାରେ ଆଞ୍ଚଳିକ ପରିବହନ ଶାଖା କାର୍ଯାଳୟ ଖୋଲିବା ନିହାତି ଆବଶ୍ୟକ…

ଚିକିଟି ଓ ପାତ୍ରପୁରରେ ଗଣେଶ ପୂଜା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଚିକିଟି ଓ ପାତ୍ରପୁର ଅଞ୍ଚଳରେ ବିଘ୍ନରାଜ ଶ୍ରୀ ମହାବିନାୟକ ଶ୍ରୀ ଗଣେଶ ପୂଜା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ବିଧାୟକଙ୍କ ସହଧର୍ମିଣୀ ଏବଂ ଯୁବ ସମାଜସେବୀ ସୁନୀଲ ବିଷୋୟୀ,ଗ୍ରାମବାସୀଙ୍କ ସମେତ…

ରାଜ୍ୟ ପୋଲିସ ମୁଖ୍ୟାଳୟ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର 41ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଟକ ଆଇପିଏସ…

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ପୋସ୍ (POSH) ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୋସ୍ ଆଇନ (କର୍ମସ୍ଥଳୀରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ, ଏହାର ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, 2013 ର ଅନୁପାଳନ ପ୍ରତି ପ୍ରତିବଦ୍ଧତା ଏବଂ ଯେକୌଣସି ପ୍ରକାରର ଯୌନ ଉତ୍ପୀଡ଼ନରୁ ମୁକ୍ତ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା…

ଭାଇରାଲ୍‌ ଜ୍ୱର କବଳରେ ଓଡ଼ିଶା, କରୋନା ଭଳି ଘରକୁ ଘର ବ୍ୟାପୁଛି ସଂକ୍ରମଣ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭୁବନେଶ୍ୱର ଘରେ ଘରେ ଏବେ ଜ୍ୱର, କାଶ, ଥଣ୍ଡା। ଡେଙ୍ଗୁ, ମ୍ୟାଲେରିଆ ଆଦି ପରୀକ୍ଷା କଲେ ରିପୋର୍ଟ ନେଗେଟିଭ୍‌ ଆସୁଛି; କିନ୍ତୁ ୫ରୁ ୭ ଦିନ ପର୍ଯ୍ୟନ୍ତ ତଣ୍ଟି ଦରଜ ଓ ଗଳା ବସିବା ଭଳି ଲକ୍ଷଣ ଦେଖାଯାଉଛି। ଶରୀରରେ ତାପମାତ୍ରା କିଛି ଦିନ ଯାଏଁ ଲାଗି…
error: Content is protected !!