ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡା : ୩୧/୦୮(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି I ପ୍ରତ୍ୟୁଷ ୪.୩୦ମି ସମୟରେ ରାମଧୁନ ପରିବେଷଣ କରାଯାଇଥିଲା । ସକାଳ ୭.୦୦ମି ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ତଥା ସମସ୍ତ ପାରିଷଦ ବୃନ୍ଦ ଓ କର୍ମଚାରୀଙ୍କ ଦ୍ବାରା ବାଲିଗୁଡ଼ା ପୂର୍ତ୍ତ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯାଇଥୁଲା Iସକାଳ ଘ.୮.୦୦ ମି ସମୟରେ ଅଧ୍ୟକ୍ଷ ଓ ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କ ଦ୍ବାରା କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଥିଲା । ସକାଳ ୯.୦୦ମି. ସମୟରେ ନିମନ୍ତ୍ରୀତ ଅତିଥ୍‌ ମାନଙ୍କ ଦ୍ବାରା ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ, ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥ‌ିବା ସମସ୍ତ ରୋଗୀ ଏବଂ ଦୃଷ୍ଟିହୀନ ବିଦ୍ୟାଳୟରେ ଫଳ ବଣ୍ଟନ କରାଯାଇଥିଲା।ସକାଳ ଘ.୧୧.୦୦ମି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଭାଷୀ ମାଧ୍ୟମରେ ସ୍ମାର୍ଟ ପାର୍କ ନିକଟରେ ନିର୍ମିତ ହୋଇଥିବା Multiple Purpose Hall(ଏମ୍.ପି.ଏଚ୍.) ର ଶୁଭ ଉଦ୍‌ଘାଟନ ଓ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ସମାରୋହ ସିଧା ପ୍ରସାରଣ ହୋଇଥିଲା।

ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତ

ସକାଳ ୧୨.୦୦ମି ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବହୁମୁଖୀ ଭବନ ଠାରେ ସାଧାରଣ ଶଭା କାର୍ଯ୍ୟକ୍ରମ ଆରମ୍ଭ ହୋଇ ହୋଇଥୁଲା Iଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ବିବେକାନନ୍ଦ ଦଳାଇ, ନିର୍ବାହୀ ଅଧୂକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ,ବାଲିଗୁଡ଼ା,ଶ୍ରୀମତୀ ଶାନ୍ତି ନାୟକ ଉପାଧ୍ଯକ୍ଷା ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଲିଗୁଡ଼ା,ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଅଧକ୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦ,ବାଲିଗୁଡ଼ା,ସାଂସଦ ପ୍ରତିନିଧି ଆଦିକନ୍ଦ ପଟନାୟକ ଓ ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ବାଲିଗୁଡା ଏନଏସିର କାଉନସିଲର ମିନତୀ ନାୟକ,ଶଶୀ କୁମାର ଦିଗାଳ,ରାଜେଶ୍ବର ମଲିକ,ବିଭୁତି ଭୁଷଣ ଲହରିଆ,ପଦ୍ମାଳୟା ନାୟକ,ରଶ୍ମିତା ପାଢୀ, ହରପ୍ରିୟା ତ୍ରିପାଠୀ,ରୀନା କୁମାରୀ ପଣ୍ଡା,ଗୀତା ମଳିକ, ଏମଆଇଏସ କମ୍ବୁ ପାଣି ପାଣିଗ୍ରାହୀ ସହାୟକ ବାଇଧର ମଲ୍ଲିକ ସମେତ କର୍ମଚାରୀ, ସାମ୍ବାଦିକ ଯୋଗଦାନ କରି ଥିଲେ I

Smart Computer Ad
You might also like
error: Content is protected !!