ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଚିକିଟି ଓ ପାତ୍ରପୁର ଅଞ୍ଚଳରେ ବିଘ୍ନରାଜ ଶ୍ରୀ ମହାବିନାୟକ ଶ୍ରୀ ଗଣେଶ ପୂଜା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ବିଧାୟକଙ୍କ ସହଧର୍ମିଣୀ ଏବଂ ଯୁବ ସମାଜସେବୀ ସୁନୀଲ ବିଷୋୟୀ,ଗ୍ରାମବାସୀଙ୍କ ସମେତ ଅନ୍ୟମାନେ ପୂଜା ମଣ୍ଡପରେ ପହଞ୍ଚି ପୂଜା ଅର୍ଚ୍ଚନା କରିଥିଲେ l
ଅଞ୍ଚଳ ଗହଳ ଚହଳ ଦେଖାଯାଇଥିଲା l ଏହି ଅବସରରେ ବିଭିନ୍ନ ମଣ୍ଡପ ପରିଦର୍ଶନ ହୋଇଥିଲା l
