ରାଜଧାନୀରେ ଛେଚୁଛି ବର୍ଷା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରାଜଧାନୀ ଭୁବନେଶ୍ୱର ରେ ଛେଚୁଛି ବର୍ଷା; ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ୪୫ ମିନିଟ୍‌ ହେଲା ଜୋରଦାର ବର୍ଷା ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି ଯିଏ ଯେଉଁଠି ସେଇଠି, ଯାତାୟାତ ଠପ୍‌ ରାଜମହଲ, ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର ସବୁଠୁ ଟ୍ରାଫିକ୍‌ ଜାମ୍‌…

ଲାଠି ଗ୍ରାମରେ ମା ଠାକୁରାଣୀ ଯାତ୍ରା ଉତ୍ସବ ଭକ୍ତି ଓ ସଂସ୍କୃତିରେ ମନୋରମ ହେଲାବ୍ରହ୍ମପୁର

ବ୍ରହ୍ମପୁର,(ବିଚିତ୍ରସାହୁ):- ଅକ୍ଟୋବର ୯: ବ୍ରହ୍ମପୁର ଉପକଣ୍ଠ ଲାଠି ଗ୍ରାମରେ ପ୍ରତିବର୍ଷ ପରି ଏଥର ମଧ୍ୟ ମା ଠାକୁରାଣୀ ଯାତ୍ରା ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। କୁମ୍ଭା ପୂର୍ଣ୍ଣିମାର ଦୁଇ ଦିନ ପରେ ଆୟୋଜିତ ଏହି ଯାତ୍ରାରେ ମା ଠାକୁରାଣୀ ଗ୍ରାମ…

କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଗିରଫ ହୋଇଛନ୍ତି l ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଛି l ବକେୟା ଦରମା ପ୍ରଦାନ କରିବା ପାଇଁ ସେ ୨୫,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ ଏବଂ ନେଉଥିଲେ। ଫଳସ୍ୱରୂପ, କର୍ମଚାରୀ ତଥା…

ଖାଦ୍ୟ ସୁରକ୍ଷା ବିଭାଗର ଚଡ଼ଉ

ବାଲିଗୁଡା, ୦୮/୧୦(ସୁକାନ୍ତ କୁମାର ତ୍ରିପାଠୀ)ଚଳିତ ବର୍ଷ ଏବଂ ଡ଼ାଇରିଆକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗ କନ୍ଧମାଳ ଓ ବାଲିଗୁଡ଼ା ପୋଲିସ ସହିତ ମିଳିତ ଭାବରେ ଆଜି ଦଣ୍ଡପଦର ଓ ବସ ଷ୍ଟାଣ୍ଡ ରେ ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୩୦…

ସାଂସଦ ଓ ବିଧାୟକ ଙ୍କ ଦ୍ୱାରା କୋଠ ଘର ଉଦ ଘାଟିତ

ନୟାଗଡ(ପ୍ରଭାକର ଶିରୋମଣି):- ସ୍ଥାନୀୟ ଖୁଦ ବେହେରା ପାଟଣା ସାହିରେ ପ୍ରତିଷ୍ଠିତ ଶ୍ରୀ ରଘୁନାଥ ଜୀଉ କୋଠଘର ୱେଲଫେୟାର ଟ୍ରଷ୍ଟ କୁ ଏକ ବର୍ଣ୍ଣାଢ୍ୟ ପରିବେଶରେ ମାନ୍ୟବର କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ସୋମବାର ଉଦଘାଟନ କରିଥିଲେ l ଏତଦ…

ନ୍ୟାୟପାଳିକା ତଦନ୍ତ ଦାବି

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଦୃର୍ବୁତ୍ତ ମାନେ ହତ୍ୟା କରିଛନ୍ତି l ବାସଭବନ ସମ୍ମୁଖରେ ତାଙ୍କ ଉପରକୁ ଗୁଳି ଫୁଟିଥିଲା l ଦୁଃଖଦ ଘଟଣା ପ୍ରଚାର ପରେ ସହର ସ୍ତବ୍ଧ ହୋଇଯାଇଥିଲା l ଘଟଣା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,ମନ୍ତ୍ରୀ…

ଦୃବର୍ତ୍ତଙ୍କ ଗୁଳି ମାଡ଼ରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଦୃବର୍ତ୍ତଙ୍କ ଗୁଳି ମାଡ଼ରେ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ, ବିଜେପି ନେତା, ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଖବର ଅତ୍ୟନ୍ତ ପୀଡ଼ାଦାୟକ। ଏପରି ନିର୍ମମ ହତ୍ୟା ସମ୍ପୂର୍ଣ୍ଣ ନିନ୍ଦନୀୟ । ଓଡିଶା ଦର୍ପଣ…

ବିଭୂତିଙ୍କ ସମୀକ୍ଷା ବୈଠକ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଗଞ୍ଜାମ ଜିଲ୍ଲାର ସାମଗ୍ରିକ ବିକାଶ ନକ୍ସା ପ୍ରସ୍ତୁତ ପାଇଁ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି l ବୁଦ୍ଧିଜୀବୀଙ୍କ ବୈଠକ ଶନିବାର ଗୋଳନ୍ଥରା ସ୍ଥିତ ବନ୍ଦେ ମାତରମ୍ ସମ୍ମିଳନୀ କକ୍ଷରେ…

ଗଜଲକ୍ଷ୍ମୀ ପୂଜା ସହ କୁମାର ପୂର୍ଣ୍ଣିମା ପାଳିତ

ବାଲିଗୁଡା:୦୬/୧୦ (ସୁକାନ୍ତ କୁମାର ତ୍ରିପାଠୀ) ଆଜିର ଏହି ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସ‌ହ ପୂଜା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ବାଲିଗୁଡା ସ୍ଥିତ ମା' ପାଟଖଣ୍ଡା ଦୂର୍ଗାପୂଜା ସମିତି ଆନୁକୂଲ୍ୟରେ…

7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ

ଭୁବନେଶ୍ୱର,(ପି.ଆଇ.ବି):- ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଲୋକାଭିମୁଖୀ ପଦକ୍ଷେପ ସ୍ୱରୂପ, ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ (ଏମବିୟୁ-1) ପାଇଁ ସମସ୍ତ ଦେୟ ଛାଡ଼ କରିଛି, ଯାହା ପ୍ରାୟ 6 କୋଟି ପିଲାଙ୍କୁ ଲାଭ ଦେବ ବୋଲି…
error: Content is protected !!