ବ୍ରହ୍ମପୁର,(ବିଚିତ୍ର ସାହୁ):-
ଦୃବର୍ତ୍ତଙ୍କ ଗୁଳି ମାଡ଼ରେ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ, ବିଜେପି ନେତା, ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଖବର ଅତ୍ୟନ୍ତ ପୀଡ଼ାଦାୟକ। ଏପରି ନିର୍ମମ ହତ୍ୟା ସମ୍ପୂର୍ଣ୍ଣ ନିନ୍ଦନୀୟ । ଓଡିଶା ଦର୍ପଣ ତରଫରୁ ଆମେ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦିବଙ୍ଗତ ଆତ୍ମାକୁ ଶ୍ରୀ ଚରଣରେ ସ୍ଥାନ ଦିଅନ୍ତୁ ଏହା କାମନା।
ଓଁ ଶାନ୍ତି 🙏
