ରାଜଧାନୀରେ ଛେଚୁଛି ବର୍ଷା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ରାଜଧାନୀ ଭୁବନେଶ୍ୱର ରେ ଛେଚୁଛି ବର୍ଷା; ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ୪୫ ମିନିଟ୍‌ ହେଲା ଜୋରଦାର ବର୍ଷା ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି ଯିଏ ଯେଉଁଠି ସେଇଠି, ଯାତାୟାତ ଠପ୍‌ ରାଜମହଲ, ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର ସବୁଠୁ ଟ୍ରାଫିକ୍‌ ଜାମ୍‌ ଏଜି, କଳ୍ପନା, ରସୁଲଗଡ଼ ସବୁଠି ଟ୍ରାଫିକ୍‌ ଜାମ୍‌ ୟୁନିଟ୍‌-୧ ଅଞ୍ଚଳ ସରକାରୀ କ୍ବାର୍ଟର୍ସରେ ପଶିଲା ପାଣି

Smart Computer Ad
You might also like
error: Content is protected !!