ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତ ପୀତବାସ ପଣ୍ଡାଙ୍କ ସ୍ମୃତିରେ ଅନୁଷ୍ଟିତ ଶୋକସଭାରେ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ l ଜିଲ୍ଳା ସଭାପତି ସରୋଜ ସାବତ ଏଥିରେ ଅଧ୍ୟକ୍ଷତା କରିଥିଲେ l ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ଛତ୍ରପୁର ବିଧାୟକ,ଦିଗପହଣ୍ଡି ବିଧାୟକ,ଚିକିଟି ବିଧାୟକ,ବରିଷ୍ଠ ନେତା କାହ୍ନୁ ଚରଣ ପତି,ଶିଶିର ପାଢୀ,ବନମାଳୀ ସେଠୀ,ବାଳକୃଷ୍ଣ ସାମନ୍ତରାୟ,ପ୍ରଭାତ ଷଡଙ୍ଗୀ,ସୁନୀଲ ସାହୁ ସମେତ ବହୁ କର୍ମକର୍ତ୍ତା ଏହି ଅବସରରେ ଯୋଗ ଦେଇଥିଲେ l
