୧୩ରେ ରାଷ୍ଟ୍ରୀୟ ଅଦାଲତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଆସନ୍ତା ୧୩ରିଖ ଶନିବାର ଦିନ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହେବାକୁ ଯାଉଛି l ବ୍ରହ୍ମପୁର ଜିଲ୍ଲା ଓ ସିଭିଲ କୋର୍ଟ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ କୋର୍ଟ ଗୁଡିକରେ ଅନୁଷ୍ଠିତ ହେବ l ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ…

ଲେହେରସ ସ୍ମାର୍ଟ କ୍ରିଜି ସ୍କୁଲର ପ୍ରଥମ ବାର୍ଷିକଉତ୍ସବ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଲେହେରସ ସ୍ମାର୍ଟ କ୍ରିଜି ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ବ୍ରହ୍ମପୁର ଗୋପାଳକୃଷ୍ଣ ରଙ୍ଗମାଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡ଼.ସରିତା ଦାସ ସଂମ୍ମାନିତ ଅତିଥି ରୂପେ ହେଣ୍ଡବଲ ଆସୋସିଏସନ ଉପସଭାପତି ସୁରେଶ…

ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ସ୍ଥାନୀୟ ଗଞ୍ଜାମ କଳା ପରିଷଦ ପରିସରରେ ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷା ଏବଂ କର୍ତ୍ତୃପକ୍ଷ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକକୁ ସଭାପତି ରଘୁନାଥ ସାହୁ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକାରି ସଭାପତି ପ୍ରଶାନ୍ତ ମହାପାତ୍ର ଓ ସଂଗଠନ…

ତ୍ରୟୋବିଂଶତିତମ ପୁସ୍ତକମେଳା ଉଦଘାଟିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ସ୍ଥାନୀୟ ଟାଉନହଲ ସ୍ରଷ୍ଟା ପରିସରରେ ତ୍ରୟୋବିଂଶତିତମ ପୁସ୍ତକମେଳା ଉଦଘାଟିତ ହୋଇଯାଇଛି l ପୁସ୍ତକ ମେଳା କମିଟିର କାର୍ଯ୍ୟକାରୀ ସଭାପତି ଜବାହରଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର…

ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ, ଗଞ୍ଜାମ ଜିଲ୍ଲାର ବୈଠକ

ବ୍ରହ୍ମପୁର,(ବିଚିତ୍ର ସାହୁ):-ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ,ଗଞ୍ଜାମ ଜିଲ୍ଲା ଶାଖାର ର ଏକ ବୈଠକ ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ସର୍ବଭାରତୀୟ ରାଜ୍ଯ ପେନସନର୍ସ ଫେଡେରେସନ ର ଆହ୍ଵାନ କ୍ରମେ ଆସନ୍ତା 17/12 ଦିନ…

କମ୍ବଳ ବଣ୍ଟନ

ରଙ୍ଗେଇଲୁଣ୍ଡl, ବିଚିତ୍ର ସାହୁ: ରବିବାର ଦିନ କମ୍ବଳ ବଣ୍ଟନ ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଅଫିସ୍ ରେ BHARAT BIKASH RURAL DEVELOPMENT ASSOCIATION TRUST ତରଫରୁ ଆଜି ଏକ ସଭାରେ ଗରିବ, ନିସହାୟ ଓ ବିକଳାଙ୍ଗ ,ଅତି ବୃଦ୍ଧ ,ବୃଦ୍ଧା ମାନଙ୍କୁ ଶୀତ କାଳ ରେ କମ୍ବଳ ବଣ୍ଟନ…

ଓଡ଼ିଶାକଳିଙ୍ଗା ଘାଟିରେ ପରୀକ୍ଷାମୂଳକ ଭାବେ ଲାଗିଲା ସତର୍କ ଘଣ୍ଟି

ଭୁବନେଶ୍ୱର,(ଏସ.ଏମ.ପି):- ପ୍ରେସବାର୍ତ୍ତାରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶାକଳିଙ୍ଗା ଘାଟିରେ ପରୀକ୍ଷାମୂଳକ ଭାବେ ଲାଗିଲା ସତର୍କ ଘଣ୍ଟି- ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣର ପ୍ରଦକ୍ଷେପ- ଆଇଆଇଟି ଭୁବନେଶ୍ୱର ସହଭାଗିତାରେ ଲାଗିଲା ସାଇରନ୍- ଘାଟିରେ ଯାଉଥିବା…

ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଆରକ୍ଷୀ ମହା ନିରୀକ୍ଷକଦକ୍ଷିଣାଞ୍ଚଳ,ବ୍ରହ୍ମପୁର ନିତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ l ଗୃହରକ୍ଷୀ ବାହିନୀ ଦ୍ବାରା ପ୍ୟାରେଡ୍ ଉତ୍ସବ ଆୟୋଜନ…

ନାଡ଼ାପାଟାଙ୍ଗ ଓ ମାଣିକୁଟିକୁ ପଞ୍ଚାୟତ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବାଲିଗୁଡା: ୦୬/୧୨ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ ଗଠନ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ…

ବାରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଗଞ୍ଜାମ ଓକିଲ ସଂଘ ର ଅସ୍ଥାୟୀ ସମିଳନୀ କକ୍ଷ ରେ ଏକ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଗଞ୍ଜାମ ଓକିଲ ସଂଘ ପ୍ରଥମ ଥର ପାଇଁ କ୍ରିକେଟ ଚମ୍ପିୟାନ ହୋଇଥିବାରୁ ଗଞ୍ଜାମ ଜିଲ୍ଲା ଦୌରା ବିଚାରପତି ଅଶାନ୍ତ କୁମାର ଦାସ ସମସ୍ତ ଖେଳାଳି ଙ୍କୁ…
error: Content is protected !!