ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଆରକ୍ଷୀ ମହା ନିରୀକ୍ଷକଦକ୍ଷିଣାଞ୍ଚଳ,ବ୍ରହ୍ମପୁର ନିତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ l ଗୃହରକ୍ଷୀ ବାହିନୀ ଦ୍ବାରା ପ୍ୟାରେଡ୍ ଉତ୍ସବ ଆୟୋଜନ ହୋଇଥିଲା l ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଏସ ବିବେକ ଏମ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଏଏସପି କୈଳାସ ବୁରୁଦl, ଆଲୋକ ଜେନା,ଏବଂ ପୋଲିସ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ l

You might also like
error: Content is protected !!