୮ ସପ୍ତାହ ପାଇଁ ମହଜୁଦ ଅଛି ପେଟ୍ରୋଲ୍‌

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଅଶୋଧିତ ତୈଳ ଓ ପେଟ୍ରୋଲିୟମ୍‌ ଉତ୍ପାଦ ୮ ସପ୍ତାହ ପାଇଁ ମହଜୁଦ ରହିଛି ମଧ୍ୟପ୍ରାଚ୍ୟ ଅଶାନ୍ତ ସ୍ଥିତି ଦେଖି ଆଶ୍ବସ୍ତିକର ସୂଚନା ଦେଲେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଇନଭେଣ୍ଟରି ମଧ୍ୟ ୨୫ ଦିନ ପାଇଁ ରହିଛି ଭାରତର କେବଳ ୪୦% ଅଶୋଧିତ ତୈଳ…

ପେନସନ ବିରୋଧୀ ଭ୍ୟାଲିଡେସନ ବିଲ ବିରୋଧରେ ଆନ୍ଦୋଳନ ଜୋରଦାର ହେବ ସେବାନିବୃତ୍ତ ବିକାଶ ମଞ୍ଚ

ବ୍ରହ୍ମପୁର,(ବିଚିତ୍ର ସାହୁ):- କେନ୍ଦ୍ର ସରକାର ସମଗ୍ର ଦେଶର ପେନସନ ଭୋଗୀଙ୍କ ବିରୋଧରେ ଗତ ମାର୍ଚ୍ଚ 2025 ରେ ସଂସଦରେ ଯେଉଁ ଭ୍ୟାଲିଡେସନ ବିଲ ପାରିତ କରି ପେନସନ ଭୋଗୀଙ୍କୁ ଅଷ୍ଟମ ବେତନ କମିଶନରେ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ତାରି ବିରୁଦ୍ଧରେ…

ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବାର ମାସରେ ତେର ପର୍ବ l ସେଥିମଧ୍ଯରୁ ଦୋଳ ପୂର୍ଣ୍ଣିମା ଅନ୍ୟତମ l ଦୋଳ ପୂର୍ଣ୍ଣିମାର ଅବ୍ୟବେହିତ ପୂର୍ବରୁ ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି ରେ ଗୋଟିଏ ଉତ୍ସବ ପାଳିତ ହୋଇଥାଏ ତାକୁ ମେଣ୍ଢାପୋଡ଼ି ନୀତି କୁହାଯାଇଥାଏ l ମେଣ୍ଢାପୋଡ଼ି କହିବାର…

ବାଲିଗୁଡାରେ ଦୋଳଯାତ୍ରା ଓ ହୋଲି ଉତ୍ସବରେ ଭକ୍ତିମୟ ପରିବେଶ

ବାଲିଗୁଡା, ୦୨/୦୩ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଦୋଳଯାତ୍ରା ଓ ହୋଲି ଉପଲକ୍ଷେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଫଗୁ ଦଶମୀଠାରୁ ପ୍ରତିଦିନ ସନ୍ଧ୍ୟାବେଳେ ପ୍ରତ୍ୟେକ ସାହିରେ ଶ୍ରୀଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ପକ୍ଷରୁ ଦୋଳ ବିମାନ…

ସାମ୍ବାଦିକ ଜଗଦାନନ୍ଦ ଦାଶଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ

ବ୍ରହ୍ମପୁର,(ବିଚିତ୍ର ସାହୁ):- ନ୍ୟୁଜ୍ ନର୍ଭର ସାମ୍ବାଦିକ ଜଗଦାନନ୍ଦ ଦାଶଙ୍କୁ ଗତ ୨୭ତାରିଖ ଦିନ ବୈକୁଣ୍ଠାନଗର ସ୍ଥିତ ତାଙ୍କ ବାସଭବନର କିଛି ଦୂରରେ ମରଣାତ୍ମକ ଆକ୍ରମଣ ହୋଇଛି । ଏକ ବେଆଇନ ନିର୍ମାଣକୁ କେନ୍ଦ୍ରକରି ଠିକାଦାର ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ଦଳେ ଠିକାଦାର…

ଓଡିଶା ପ୍ରସିଦ୍ଧ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପାରମ୍ପରିକ ସୁପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ କିପରି ସରସ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପାରମ୍ପରିକ ସୁପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ କୁ ଅଧିକ ଆକର୍ଷଣୀୟ, ସ୍ୱଚ୍ଛ ସୁନ୍ଦର କରିବା ପାଇଁ ମେଳଣ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଚଳିତବର୍ଷ ମେଳଣ ଉତ୍ସବର ଚିତ୍ତାକର୍ଷକ…

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ

ଭୁବନେଶ୍ୱର,(ପିଆଇବି):- ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମାର୍ଚ୍ଚ ୨୦୨୬ରେ ଏକ ଐତିହାସିକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି ପଦକ୍ଷେପଗୁଡ଼ିକ ସାମୂହିକ ଭାବରେ ଆଦିବାସୀ ଐତିହ୍ୟକୁ ସଂରକ୍ଷଣ, ସୃଜନଶୀଳ ଉତ୍କର୍ଷତାକୁ…

ତୃଣମୂଳ ନବସୃଜନକାରୀ, ଉଦ୍ୟୋଗୀ ଓ ଛାତ୍ରଛାତ୍ରୀଙ୍କ ଅପୂର୍ବ ସମ୍ମିଳନୀ

ଭୁବନେଶ୍ୱର,(ପିଆଇବି):- ଜାତୀୟ ବିଜ୍ଞାନ ଦିବସ ଅବସରରେ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦର ଏକ ଶାଖା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର (ଆରଏସସି), ଭୁବନେଶ୍ୱର ପକ୍ଷରୁ ‘ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ-ଇଣ୍ଡିଆ’ (ଏନଆଇଏଫ୍) ସହଯୋଗରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଶନିବାର ଉଦଘାଟିତ ହୋଇଛି…

ଏଣିକି ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍

ଖୋର୍ଦ୍ଧା,(ସଞ୍ଜୀବ କୁମାର):- କମ୍ପ୍ୟୁଟରରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗଆଉଟ୍ଆ ସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ.. ‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି. ନୂତନ ନିୟମ ଅନୁଯାୟୀ ମୋବାଇଲ୍ ଫୋନରେ ସିମ୍ କାର୍ଡ ନଥିଲେ ହ୍ୱାଟସଆପ୍, ଟେଲିଗ୍ରାମ୍ ,…

ସମୂହ ବ୍ରତୋପନୟନ ଅନୁଷ୍ଠିତ      

ନୟାଗଡ଼(ପ୍ରଭାକର ଶିରୋମଣି):- ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମନ୍ଦିର ନିକଟରେ ପ୍ରତିଷ୍ଠିତ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ସମୂହ ବ୍ରତୋପନୟନ କାର୍ଯ୍ୟ କ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି l ୨୬ ତମ ସମୂହ ବ୍ରତୋପନୟନ ଅବସରରେ ୧୯ ଜଣ…
error: Content is protected !!