ଖୋର୍ଦ୍ଧା,(ସଞ୍ଜୀବ କୁମାର):-
କମ୍ପ୍ୟୁଟରରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗଆଉଟ୍ଆ ସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ.. ‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି. ନୂତନ ନିୟମ ଅନୁଯାୟୀ ମୋବାଇଲ୍ ଫୋନରେ ସିମ୍ କାର୍ଡ ନଥିଲେ ହ୍ୱାଟସଆପ୍, ଟେଲିଗ୍ରାମ୍ , ସିଗନାଲ୍ , ସ୍ନାପଚାଟ୍, ସେୟାରଚାଟ୍, ଜିଓଚାଟ୍, ଆରଟଇ ଓ ଜୋସ୍ ଭଳି ମେସେଜିଂ ଆପ୍ ଆଉ କାମ କରିବ ନାହିଁ। ସାଇବର୍ ଠକେଇର ମୁକାବିଲା ଲାଗି ସରକାର ଏହି କଠୋର ନିୟମ ଆଣିଛନ୍ତି
