ବାଇକ ବୋଲେରୋ ମୁହାଁମୁହିଁ ଧକ୍କା, ବାଇକ ଚାଳକଙ୍କ ମୃତ୍ୟୁ

ବାଲିଗୁଡା : ୦୬/୦୩ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦଣ୍ଡିମାହା ଗାଁ ନିକଟସ୍ଥ ସିର୍ସିମାହା ଠାରେ ଗୁରୁବାର ଏକ ଦୁଃଖଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି।ମୃତ…

ଏକ୍ସପ୍ଲୋଜନ୍ମ ଏକ୍ସ ଜାମ୍ବୋରୀ ୨୦୨୬

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଏକ୍ସଆଇଏମ୍ ବିଶ୍ବବିଦ୍ୟାଳୟ ଭୁବନେଶ୍ବର କ୍ୟାମ୍ପସ ପରିସରରେ ବିଶ୍ବବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ଉତ୍ସବ ଏକ୍ସପ୍ଲୋଜନ୍ମ ଏକ୍ସ ଜାମ୍ବୋରୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭାରତର ପ୍ରମୁଖ କଲେଜ୍ ଓ ଶ୍ରେଷ୍ଠ ବି-ସ୍କୁଲ୍‌ମାନଙ୍କରୁ ୪,୫୦୦ ରୁ…

ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ମହାସିଙ୍ଗି ରେ ଉତ୍ସାହର ସହ ପାଳିତ

ବାଲିଗୁଡା, ୦୬/୦୩ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାସିଙ୍ଗି ଠାରେ ମହାନ ଜନନାୟକ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଉତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ବିଜେଡି ଉପସଭାପତି…

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ାଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର,(ପିଆଇବି):- ଭୁବନେଶ୍ୱର ୦୫/୦୩- ଦୃଢ଼ ଇଚ୍ଛାଶକ୍ତି ଆଉ ସଂକଳ୍ପଭରା ଆଭିମୁଖ୍ୟ ଆମକୁ ଆମର ଲକ୍ଷ୍ୟପଥରେ ପହଞ୍ଚାଇପାରେ ବୋଲି ଭାରତୀୟ ଦୃଷ୍ଟିବାଧିତ କ୍ରିକେଟର ମହମ୍ମଦ ଜାଫର୍ ଇକ୍‌ବାଲ ମତବ୍ୟକ୍ତ କରିଛନ୍ତି । ଭାରତକୁ ଚାରିଥର ବିଶ୍ୱଚମ୍ପିୟାନ୍ କରିବା ସହ ଓଡ଼ିଶା…

ଆସନ୍ତାକାଲି ପାରାଦୀପରେ ଇଫକୋର ସଲଫ୍ୟୁରିକ୍‌ ଏସିଡ୍‌ ପ୍ଲାଣ୍ଟକୁ ଲୋକାର୍ପଣ କରିବେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ…

ଭୁବନେଶ୍ୱର,(ପିଆଇବି):- କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତାକାଲି 6 ମାର୍ଚ୍ଚ 2026 ରେ ଓଡ଼ିଶା ଗସ୍ତ କରିବେ । ଏହି ଅବସରରେ ସେ ସମବାୟ କ୍ଷେତ୍ର, ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ଏବଂ ଗୃହ ମନ୍ତ୍ରଣାଳୟ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ…

ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର- ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ ହୃଦରୋଗ ସମସ୍ୟା ପାଇଁ ଭୁବନେଶ୍ୱର ଏମ୍ସରେ ହୋଇଥିଲେ ଭର୍ତ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଲ୍ଲୀ ଏମ୍ସ…

ଆଜି ସୁନା ₹6149 ଶସ୍ତା ହେଲା, ₹1.61 ଲକ୍ଷକୁ ହ୍ରାସ ପାଇଲା: 34 ଦିନରେ 14 ହଜାର ଟଙ୍କା ହ୍ରାସ ପାଇଲା, ଗୋଟିଏ ଦିନରେ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଜି ୪ ମାର୍ଚ୍ଚରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ₹୬,୧୪୯ ହ୍ରାସ ପାଇ ୧.୬୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ପୂର୍ବରୁ, ସୋମବାର ଦିନ ଏହାର…

ଶ୍ରୀ ନୀଳମାଧଵ ପୀଠରେ ନୂତନ ପଞ୍ଜିକା ପଠନ      

 ନୟାଗଡ଼, (ପ୍ରଭାକର ଶିରୋମଣି): ପବିତ୍ର  ଦୋଳ ପୂର୍ଣ୍ଣିମା ଅବସରରେ କଣ୍ଟିଲୋ ବିଜେ ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କ ବିଜେ ପ୍ରତିମା ଶ୍ରୀ ମଦନ ମୋହନ ଲକ୍ଷ୍ମୀ ସାରସ୍ବତୀଙ୍କ ଗହଣ ରେ ସିଂହ ଦ୍ୱାର ସ୍ଥିତ ଦୋଳ ବେଦୀରେ ପାରମ୍ପରିକ ରୀତିରେମଙ୍ଗଳ ବାର  ପ୍ରତ୍ୟୁଷରେ ବିଜେ କରିଥିଲେ l…

ବାଲିଗୁଡାରେ ରଙ୍ଗର ପର୍ବ ହୋଲି ଉତ୍ସବ ଧୁମଧାମରେ ପାଳିତ

ବାଲିଗୁଡା : ୦୪/୦୩ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ ଏହାର ଆସପାସ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ଧୁମଧାମରେ ପାଳିତ ହୋଇଯାଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା। ପିଲାଠୁ ବୃଦ୍ଧ, ଯୁବକ-ଯୁବତୀ ଓ ମହିଳାମାନେ ରଙ୍ଗ…

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ: ଛାତିରେ ଯନ୍ତ୍ରଣା ପରେ ଏମ୍ସ ଆଇସିୟୁରେ ଭର୍ତ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରୁଛନ୍ତି । ଏପଟେ ମନ୍ତ୍ରୀଙ୍କ ଅସୁସ୍ଥତା ଖବର ପାଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ…
error: Content is protected !!