୮ ସପ୍ତାହ ପାଇଁ ମହଜୁଦ ଅଛି ପେଟ୍ରୋଲ୍‌

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଅଶୋଧିତ ତୈଳ ଓ ପେଟ୍ରୋଲିୟମ୍‌ ଉତ୍ପାଦ ୮ ସପ୍ତାହ ପାଇଁ ମହଜୁଦ ରହିଛି ମଧ୍ୟପ୍ରାଚ୍ୟ ଅଶାନ୍ତ ସ୍ଥିତି ଦେଖି ଆଶ୍ବସ୍ତିକର ସୂଚନା ଦେଲେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଇନଭେଣ୍ଟରି ମଧ୍ୟ ୨୫ ଦିନ ପାଇଁ ରହିଛି ଭାରତର କେବଳ ୪୦% ଅଶୋଧିତ ତୈଳ ହର୍ମୁଜ୍ ଦେଇ ଆସିଥାଏ ବାକି ୬୦% ଅଶୋଧିତ ତୈଳ ଅନ୍ୟ ଉତ୍ସମାନଙ୍କରୁ ଆସିଥାଏ ପୂର୍ବବର୍ତ୍ତୀ ଚୁକ୍ତି ଅନୁଯାୟୀ ରୁଷୀୟ ଅଶୋଧିତ ତୈଳ ଆମଦାନି ଜାରି ରହିଛି ବିଶେଷ କରି LPG ଓ LNG କ୍ଷେତ୍ରରେ ଭାରତ ଭଲ ସ୍ଥିତିରେ ରହିଛି

You might also like
error: Content is protected !!