ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଭିଜିଲାନ୍ସ ଜାଲରେ OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ୫ ଲକ୍ଷ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଡେପୁଟି ମ୍ୟାନେଜର ସମ୍ବଲପୁର, ଭଞ୍ଜନଗର, ଭୁବନେଶ୍ବରରେ ଏକକାଳୀନ ଚଢାଉ ରେଡ୍ ବେଳେ ଭୁବନେଶ୍ବର ସ୍ଥିତ ଭଉଣୀ ଘରୁ ବିପୁଳ ଟଙ୍କା ଠାବ ୨ ଟ୍ରଙ୍କ ଭର୍ତ୍ତି ୭୦ ବିଡ଼ା ୫ ଶହ ଟଙ୍କିଆ ନୋଟ୍ ମିଳିଛି ଜବତ ଟଙ୍କାର ପରିମାଣ ୪୫ ଲକ୍ଷ ବୋଲି ଅନୁମାନ କରୁଛି ଭିଜିଲାନ୍ସ
