ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତା ପ୍ରତ୍ୟାହାର ରାଜ୍ୟ By News Nerve Posted On Jul 21, 2026 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):- ସରକାରୀ କଲେଜରେ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ନିୟମ ବଦଳିଲା ସରକାରୀ କଲେଜ ପ୍ରିନ୍ସିପାଲଙ୍କଠାରୁ କ୍ଷମତା ପ୍ରତ୍ୟାହାର ନିର୍ଦ୍ଦେଶ ଏଣିକି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏସବୁର ନିଯୁକ୍ତି ମୁଖ୍ୟ ରହିବେ Share