ଉତ୍ତର କୁ ଢଳିଲେ ସିଦ୍ଧେଶ୍ୱର ମହାଦେବ  

ନୟାଗଡ଼(ପ୍ରଭାକର ଶିରୋମଣି):-

କଣ୍ଟିଲୋ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଶ୍ରୀ ଜଗନ୍ନାଥଙ୍କ ମୂଳ ପୀଠ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନୀଳମାଧବ ପୀଠ କଣ୍ଟିଲୋରେ ପ୍ରତିଷ୍ଠିତ ସିଦ୍ଧେଶ୍ୱର ମହାଦେବଙ୍କ ଶକ୍ତି ଆଜି ଶୁକ୍ରବାରl ପବିତ୍ର କର୍କଟ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ୬ ମାସ ପର୍ଯ୍ୟନ୍ତ ଉତ୍ତର ଦିଗକୁ କ୍ରମଶଃ ଢ଼ଳିବାର ଦେଖା ଦେଇଛି l ସୂଚନା ଯୋଗ୍ୟ ଯେ ସୂର୍ଯ୍ୟଙ୍କର 6 ଗତି ଅନୁସାରେ ଏହି ମନ୍ଦିର ରେ ଶ୍ରୀ ସିଦ୍ଧେଶ୍ୱର ଠାକୁର  ବିପରୀତ ଦିଗକୁ ଅର୍ଥାତ୍ ଦକ୍ଷିଣ ପାର୍ଶ୍ଵ କୁ ୬ ମାସ ପର୍ଯ୍ୟନ୍ତ ଆସ୍ତେ ଆସ୍ତେ ଗତି କରି ଥାଆନ୍ତି ଓ ସେହିପରି କର୍କଟ ସଂକ୍ରାନ୍ତି ଠାରୁ ସୂର୍ଯ୍ୟନାରାୟଣ ଦକ୍ଷିଣାୟନ ଗତି ବେଳେ ବିପରୀତ ଦିଗକୁ ଅର୍ଥାତ୍ ଉତ୍ତର ଦିଗକୁ କ୍ରମଶଃ ଢଳୁ ଥିବା ଲକ୍ଷ୍ୟ କରାଯାଏ l ଏହି ବିସ୍ମୟ ପ୍ରତ୍ୟେକ ପର୍ଯ୍ୟଟକ ଦର୍ଶନ କରୁଥିବା ଜଣାଯା

You might also like
error: Content is protected !!