୮୦ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର…
ମୋର ପ୍ରିୟ ଦେଶବାସୀ,
ନମସ୍କାର !
୧. ଆମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ, ଏହି ଜାତୀୟ ପର୍ବ ଅବସରରେ ମୁଁ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଆଉ କିଛି ଘଣ୍ଟା ପରେ ଆମ ଦେଶ ସ୍ୱାଧୀନତାର ୮୦ତମ ବର୍ଷ ଶୁଭାରମ୍ଭ ହେବ। ଦେଶ ଏବଂ ବିଦେଶରେ ରହୁଥିବା ସମସ୍ତ!-->!-->!-->!-->!-->…