ଆଓଲା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ):ଭଞ୍ଜନଗରରେ ଅନୁଷ୍ଠିତ ୫୩ତମ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସମ୍ମିଳନୀରେ ନିର୍ବାଚିତ ହୋଇଥିବା ଗଞ୍ଜାମ ଓକିଲ ସଂଘର ତିନି ଜଣ ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରସାଦ ପାଣିଗ୍ରାହୀ,ନୟନ ଚନ୍ଦ୍ର ମହାପାତ୍ର ଓ କୁଞ୍ଜ ବିହାରୀ ପଣ୍ଡାଙ୍କୁ ଗଞ୍ଜାମ ଓକିଲ ସଂଘର…

ବରଗଡ ରୋଡ୍ ଏବଂ ନୂଆପଡା ରୋଡ୍ ନୂତନ ରେଳ ଲାଇନ – ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ

ଭୁବନେଶ୍ୱର,ପିଆଇବି:- ଭାରତୀୟ ରେଳବାଇ ଓଡିଶାରେ ଏହାର ପ୍ରମୁଖ ଭିତ୍ତିଭୂମି ସମ୍ପ୍ରସାରଣ ଜାରି ରଖି ଏବେ ବରଗଡ ରୋଡରୁ ନୂଆପଡା ରୋଡକୁ ସଂଯୋଗ କରୁଥିବା 138.32 କିମି ଦୈର୍ଘ୍ୟ ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଖର ଉଦ୍ୟମ ଜାରିରଖିଛି | ଏହି ରଣନୀତିକ ପ୍ରକଳ୍ପ…

ଆଜି ଉଦଘାଟନ ହେଉଥିବା ପ୍ରକଳ୍ପ ଗୁଡ଼ିକ ଦିଲ୍ଲୀର ଜନସାଧାରଣଙ୍କୁ ସଶକ୍ତ କରିବାକୁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି:…

ଭୁବନେଶ୍ୱର,ପିଆଇବି:-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଆଜି ଯେଉଁ ସବୁ ପ୍ରକଳ୍ପ ଗୁଡ଼ିକୁ ଉଦଘାଟନ କରାଯାଉଛି, ସେଗୁଡ଼ିକ ଦିଲ୍ଲୀର ଜନସାଧାରଣଙ୍କୁ ସଶକ୍ତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ…

ଦିଲ୍ଲୀରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର,ପିଆଇବି:-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୨୦୨୫…

ସମଗ୍ର ଭାରତରେ ଇପିଏଫଓ ଆଞ୍ଚଳିକ କାର୍ଯ୍ୟାଳୟରେ କେନ୍ଦ୍ରୀକୃତ ପେନସନ୍ ଦେୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଲାଗୁ

ଭୁବନେଶ୍ୱର,ପିଆଇବି:-ପେନସନ ସେବା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଇପିଏଫଓ ଡିସେମ୍ବର ୨୦୨୪ରେ କର୍ମଚାରୀ ପେନସନ ଯୋଜନା ୧୯୯୫ ଅଧୀନରେ ନୂତନ କେନ୍ଦ୍ରୀକୃତ ପେନସନ ପେମେଣ୍ଟ ସିଷ୍ଟମ (ସିପିପିଏସ)ର ସମ୍ପୂର୍ଣ୍ଣ ପ୍ରଚଳନକୁ ସମ୍ପୂର୍ଣ୍ଣ କରିଛି । ପାଖାପାଖି ଦେଢ଼ ଲକ୍ଷ…

ଜାନୁଆରୀ ୪ ରେ ନୂଆଦିଲ୍ଲୀରେ ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,ପିଆଇବି:- 03.01.25 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫କୁ ଉଦଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ସମ୍ବୋଧିତ କରିବେ।ଗ୍ରାମୀଣ ଭାରତର ଉଦ୍ୟୋଗୀ ଭାବନା ଓ…

ଲଣ୍ଡାଗାଁ ପଞ୍ଚାୟତରେ ଧାନ ମଣ୍ଡି ଉଦଘାଟିତ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତ ରେ ଆରମ୍ଭ ହୋଇଛି ଧାନ କିଣା ବ୍ୟବସ୍ଥା। ଏହି କ୍ରମରେ ଆରଏମସି ର ଏକ ନୂତନ କୋଠା ପରିସରରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଯୋଗାଣ…

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦ୍ୱୀପ ଉନ୍ନୟନ ଏଜେନ୍ସି (ଆଇଡିଏ)ର ସପ୍ତମ…

ଭୁବନେଶ୍ୱର,ପିଆଇବି:-କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦ୍ୱୀପ ଉନ୍ନୟନ ଏଜେନ୍ସିର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ ଆଡମିରାଲ (ଅବସରପ୍ରାପ୍ତ) ଶ୍ରୀ ଡିକେ ଯୋଶୀ, ଲାକ୍ଷାଦ୍ୱୀପର…

ଆକାଶବାଣୀ କୋକ୍ରାଝରଠାରେ ୧୦ କିଲୋୱIଟ୍ ଏଫଏମ ଟ୍ରାନ୍ସମିଟର ଉଦଘାଟିତ

ଭୁବନେଶ୍ୱର,ପିଆଇବି:-ଆଜି ଗୌହାଟୀରୁ ଭର୍ଚୁଆଲ୍ ଭାବେ ଆକାଶବାଣୀ କୋକ୍ରାଝରଠାରେ ୧୦ କିଲୋୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟର ଉଦଘାଟିତ ହେବା ପରେ ଯୋଗାଯୋଗ ଏବଂ ସାଂସ୍କୃତିକ ସମନ୍ଵୟକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି।ଏହି ସମାରୋହରେ ଆସାମ ରାଜ୍ୟପାଳ ଶ୍ରୀ…

ଆସାମ ପାଇଁ ଉନ୍ନତ ରେଳ ସଂଯୋଗ: ୩ଟି ନୂଆ ଟ୍ରେନର ଶୁଭାରମ୍ଭ ସହ ୭୨ କୋଟି ଟଙ୍କାର ରୋଡ୍ ଓଭର ବ୍ରିଜ୍ ଲୋକାର୍ପିତ

ଭୁବେନେଶ୍ୱର,ପିଆଇବି:-ରେଳ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ, ଆଜି ଆସାମରେ ୩ଟି ନୂଆ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଏଥିସହିତ ଉତ୍ତର ପୂର୍ବ ସୀମାନ୍ତ ରେଳପଥ ଦ୍ୱାରା ନିର୍ମିତ ଟେଟେଲିଆ ଷ୍ଟେସନ ୟାର୍ଡରେ ଏକ ନୂତନ ରୋଡ୍…
error: Content is protected !!