କୁମୂଳା ସିଂ ଠାରେ ପାଳକ ଅଭିଷେକ ଉତ୍ସବ ଅନୁଷ୍ଠିତ
ଆର, ଉଦୟଗିରି(ମନୋଜ ପାଢୀ/ ୮/୧)::- ଗଜପତି ଜିଲ୍ଲା ଉତ୍କଳ ବାପ୍ ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ର ନୂତନ ପାଳକ ବିହୀତ ପରିଛା ଙ୍କ ପାଳକ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ସମ୍ମିଳନୀର ମୁଖ୍ଯ କର୍ମକର୍ତା ଏବଂ ସମସ୍ତ ପାଳକ, ଚାଳକ, ମଣ୍ଡଳୀର ସମସ୍ତ ବିଶ୍ବାସୀ!-->…