୧୮ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉଦଘାଟନ୧୬୦ ଦେଶରୁ ୫୦୦୦ ରୁ ପ୍ରବାସୀ ଜନତା ମଇଦାନରେ

ଖୋର୍ଦ୍ଧା(ସଞ୍ଜୀବ କୁମାର):-୧୬୦ ଦେଶରୁ ୫୦୦୦ ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସମୂହ ଏବଂ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଆଜି ଜନତା ମଇଦାନରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ। ଏହି ଅବସରରେ ପ୍ରବାସୀ…

ଶ୍ରୀ ନୀଳମାଧଵଙ୍କ ସୁନାବେଶ ୧୩ ରେ 

ନୟାଗଡ଼(ପ୍ରଭାକର ଶିରୋମଣି,୯/୧):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ବିଜେ ଶ୍ରୀ ଶ୍ରୀ  ନୀଳମାଧଵ ଜୀଉଙ୍କ ପାରମ୍ପରିକ ସୁନା ବେଶ ଆସନ୍ତା ପୌଷ ପୂର୍ଣ୍ଣିମା ୧୩ ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟ କ୍ରମ ରହିଛି l ଚଳିତ ବର୍ଷ ଶ୍ରୀ…

ଆଦିବାସୀ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପ୍ରତିଯୋଗିତା

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଦୁଇଦିନ ଧରି ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ପୋଷ୍ଟର ନିର୍ମାଣ ଓ କ୍ଵିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆତ୍ମସୁରକ୍ଷା କୌଶଳ ତାଲିମ୍ ଶିବିର ଉଦଘାଟିତ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ନିମନ୍ତେ ଆତ୍ମସୁରକ୍ଷା କୌଶଳ ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି। ଉକ୍ତ ଶିବିରକୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ ପଞ୍ଚାୟତସ୍ଥିତ ଟୋଲ ଗେଟ୍‌ ସାମ୍ନାରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ଓଡି- ୦୮ -ଏନ୍‌- ୨୭୮୫ ନମ୍ବର ବିଶିଷ୍ଟ ଏକ ବାଇକ୍‌…

ଗୁମାପଦର ନିକଟରେ ଦୁର୍ଘଟଣା

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମାପଦର ନିକଟରେ ଗତକାଲି ଦୁର୍ଘଟଣା ଘଟିଛି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଅଟକୁ ଧକ୍କା ଦେଲା ମୋଟରସାଇକେଲ ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା…

୫ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ: ଯାଜପୁର ଓ କଟକ ଜିଲ୍ଲାରେ ୨ଟି ଲେଖାଏଁ ଓ ଢେଙ୍କାନାଳରେ ଗୋଟିଏ

ଭୁବନେଶ୍ୱର(ଏସ.ଏମ.ପି)ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ୩୮ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକ । ବୈଠକରେ ରିଫାଇନାରୀ ଓ ପେଟ୍ରୋକେମିକାଲ, ଗ୍ରୀନ ଏନର୍ଜି ଉପକରଣ, ଷ୍ଟିଲ ଆଣ୍ଡ କେମିକାଲସ, ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଆସିଥିବା ନିବେଶ ପ୍ରସ୍ତାବକୁ…

୭୬ତମ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର(ଡି.ଆଇ.ପି.ଆର.ଓ)୦୮.୦୧:- ଆଜି ଅପରାହ୍ନ ରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର, ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ

ଆର,ଉଦୟଗିରି(ମନୋଜ କୁମାର ପାଢୀ)-:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନିୟନ୍ତ୍ରିତ ବଜାର କମିଟି ଠାରେ ଜିଲ୍ଲାସ୍ତରୀୟ ଖରିଫ ୨୦୨୪-୨୫ ଧାନ କ୍ରୟ ମଣ୍ଡିକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି। ଏହି…

ପୁରୁଷୋତ୍ତମପୁର ବିଜେପି ମଣ୍ଡଳ ସଭାପତି ହେଲେ ସୂର୍ଯ୍ୟ ନାରାୟଣ ମହାରଣା

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ବିଜେପିର ମଣ୍ଡଳ ସଭାପତି ଚୟନ ନେଇ ପୁରୁଷୋତ୍ତମ ପୁର ଅଞ୍ଚଳ ର ବହୁବରିଷ୍ଟ, କନିଷ୍ଠ ବିଜେପି ନେତା ଜିଲ୍ଲା ଓ ରାଜ୍ୟ ନେତୃବର୍ଗ ଙ୍କୁ କିଛି ବ୍ୟକ୍ତି ବିଶେଷ ଙ୍କ ନାମ କୁ ଚୟନ କରି ପଠାଇ ଥିଲେ | ସମସ୍ତ ଦିଗକୁ ଲକ୍ଷ କରି ମଣ୍ଡଳ ସଭାପତି ମାନଙ୍କ…
error: Content is protected !!